Advertisment

ମେଥି ଚିକେନ

ଆବଶ୍ୟକ ସାମଗ୍ରୀ: ଧନିଆକୁ ଗୁଣ୍ଡ, ଚିକେନ, ଅଦା ରସୁଣ ପେଷ୍ଟ, କଟା ପିଆଜ, ଶୁଖିଲା ଲଙ୍କା, ମେଥି ପତ୍ର, କଞ୍ଚା ଲଙ୍କା ବଟା, ଲୁଣ, ଲଙ୍କା ପାଉଡର, ଚାଟ ମସଲା, ଗରମ ମସଲା, କ୍ରିମ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ଧନିଆକୁ ଗୁଣ୍ଡକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଅଦା ରସୁଣ ପେଷ୍ଟ, କଟା ପିଆଜ ଓ ଶୁଖିଲା ଲଙ୍କା ପକାଇ ଅଳ୍ପ ସମୟ ପାଇଁ […]

ମେଥି ଚିକେନ

methi chicken

Advertisment

ଆବଶ୍ୟକ ସାମଗ୍ରୀ: ଧନିଆକୁ ଗୁଣ୍ଡ, ଚିକେନ, ଅଦା ରସୁଣ ପେଷ୍ଟ, କଟା ପିଆଜ, ଶୁଖିଲା ଲଙ୍କା, ମେଥି ପତ୍ର, କଞ୍ଚା ଲଙ୍କା ବଟା, ଲୁଣ, ଲଙ୍କା ପାଉଡର, ଚାଟ ମସଲା, ଗରମ ମସଲା, କ୍ରିମ

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ଧନିଆକୁ ଗୁଣ୍ଡକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଅଦା ରସୁଣ ପେଷ୍ଟ, କଟା ପିଆଜ ଓ ଶୁଖିଲା ଲଙ୍କା ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ। ତା’ ପରେ ସେଥିରେ ମେଥି ପତ୍ର ଓ କଞ୍ଚା ଲଙ୍କା ବଟା, ସ୍ୱାଦ ଅନୁସାରେ ଲୁଣ, ଲଙ୍କା ପାଉଡର, ଚାଟ ମସଲା ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ ଚିକେନକୁ ପକାଇ ଗୋଳାଇ ଦିଅନ୍ତୁ। ତା’ ପରେ ସେଥିରେ କ୍ରିମ ପକାଇ ଦେଇ ଗୋଳାଇ ଦେଇ  ଚିକେନକୁ ଅଧ ଘଣ୍ଟା ପାଇଁ  ସିଝିବାକୁ ଛାଡି ଦିଅନ୍ତୁ।  ଅଧ ଘଣ୍ଟାଏ ପରେ ଗ୍ୟାସ ଆଞ୍ଚକୁ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମେଥି ଚିକେନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe