Advertisment

ଚାଉଳ ରସଗୋଲା

ଆବଶ୍ୟକ ସାମଗ୍ରୀ:  ସିଝା ଅରୁଆ ଚାଉଳ, କନ୍‌ଫ୍ଲୋର, ମଇଦା, ମିଲ୍କ ପାଉଡର, ଘିଅ, ଚିନି ଓ ପାଣି । ପ୍ରସ୍ତୁତି ପ୍ରଣାଳୀ: ଚାଉଳ ରସଗୋଲା ତିଆରି କରିବା ପାଇଁ ପ୍ରଥମେ ସିଝା ଅରୁଆ ଚାଉଳକୁ  ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ଏହାପରେ ସେଥିରେ ମଇଦା, କନ୍‌ଫ୍ଲୋର, ମିଲ୍କ ପାଉଡର ଓ ଘିଅ ମିଶାଇ ଭଲଭାବେ ଚକଟି ଦିଅନ୍ତୁ।  ପରେ ତାକୁ ରସଗୋଲା ଶେପ୍‌ରେ ଗଢ଼ି ଏକ ପ୍ଲେଟରେ ରଖନ୍ତୁ। ଏବେ ରସଗୋଲା ପାଇଁ ଚିନିରେ ଶିରା […]

ଅଦ୍ୟତନ ହୋଇଛି
ଚାଉଳ ରସଗୋଲା

rice rasgulla

Advertisment

ଆବଶ୍ୟକ ସାମଗ୍ରୀ:  ସିଝା ଅରୁଆ ଚାଉଳ, କନ୍‌ଫ୍ଲୋର, ମଇଦା, ମିଲ୍କ ପାଉଡର, ଘିଅ, ଚିନି ଓ ପାଣି ।

Advertisment

ପ୍ରସ୍ତୁତି ପ୍ରଣାଳୀ:ଚାଉଳ ରସଗୋଲା ତିଆରି କରିବା ପାଇଁ ପ୍ରଥମେ ସିଝା ଅରୁଆ ଚାଉଳକୁ  ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ଏହାପରେ ସେଥିରେ ମଇଦା, କନ୍‌ଫ୍ଲୋର, ମିଲ୍କ ପାଉଡର ଓ ଘିଅ ମିଶାଇ ଭଲଭାବେ ଚକଟି ଦିଅନ୍ତୁ।  ପରେ ତାକୁ ରସଗୋଲା ଶେପ୍‌ରେ ଗଢ଼ି ଏକ ପ୍ଲେଟରେ ରଖନ୍ତୁ।

ଏବେ ରସଗୋଲା ପାଇଁ ଚିନିରେ ଶିରା ପ୍ରସ୍ତୁତ କରନ୍ତୁ। ଏହା ପରେ ଗଢ଼ି ରଖିଥିବା ରସଗୋଲାକୁ ଶିରାରେ ପକାଇ ଦେଇ ଦୁଇରୁ ତିନି ମିନିଟ୍‌ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ବସାଇ ଦିଅନ୍ତୁ। ପରେ ତାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ଚାଉଳ ରସଗୋଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe