Advertisment

କଞ୍ଚା ଆଳୁ ବରା

ଆବଶ୍ୟକ ସାମଗ୍ରୀ: ଆଳୁ,  କଟା ପିଆଜ, କଟା କଞ୍ଚା ଲଙ୍କା, ମେଥିପତ୍ର, ଗୋଟା ଜିରା, କନ୍‌ଫ୍ଲୋର, ମଇଦା, ହଳଦି, ଲୁଣ, ତେଲ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଆଳୁକୁ ଚୋପା ଛଡ଼ାଇ ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।  ସେଥିରେ କଟା ପିଆଜ, କଟା କଞ୍ଚା ଲଙ୍କା, ମେଥିପତ୍ର ଓ ଗୋଟା ଜିରାକୁ ପକାଇ ଭଲଭାବରେ  ଗୋଳାଇ ଦିଅନ୍ତୁ। ପରେ ସେଥିରେ କନ୍‌ଫ୍ଲୋର, ମଇଦା, ହଳଦି ଓ ସ୍ୱାଦ ଅନୁସାରେ ଲୁଣ […]

ଅଦ୍ୟତନ ହୋଇଛି
କଞ୍ଚା ଆଳୁ ବରା

Food

Advertisment

ଆବଶ୍ୟକ ସାମଗ୍ରୀ: ଆଳୁ,  କଟା ପିଆଜ, କଟା କଞ୍ଚା ଲଙ୍କା, ମେଥିପତ୍ର, ଗୋଟା ଜିରା, କନ୍‌ଫ୍ଲୋର, ମଇଦା, ହଳଦି, ଲୁଣ, ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଆଳୁକୁ ଚୋପା ଛଡ଼ାଇ ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।  ସେଥିରେ କଟା ପିଆଜ, କଟା କଞ୍ଚା ଲଙ୍କା, ମେଥିପତ୍ର ଓ ଗୋଟା ଜିରାକୁ ପକାଇ ଭଲଭାବରେ  ଗୋଳାଇ ଦିଅନ୍ତୁ। ପରେ ସେଥିରେ କନ୍‌ଫ୍ଲୋର, ମଇଦା, ହଳଦି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।

ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବରାକୁ ଗୋଲ ଗୋଲ କରି ଛାଣନ୍ତୁ। ବରାର ଦୁଇ ପାର୍ଶ୍ୱ ହୋଇଗଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଞ୍ଚା ଆଳୁ ବରା

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe