Advertisment

କେଶ ରଙ୍ଗ କରିବା ସମୟରେ ଏ ସବୁ ବିଷୟରେ ଧ୍ୟାନ ଦିଅନ୍ତୁ , ଲାଗିବେ ଷ୍ଟାଇଲିଶ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଶକୁ ଆର୍ଟିଫିସିଆଲ୍‌ ରଙ୍ଗ କରିବା ଦ୍ୱାରା କେଶ ଖରାପ ହୋଇଯାଏ ବୋଲି ଆମ ମନରେ ଧାରଣା ରହିଛି। ଏହା ସତ୍ତ୍ୱେ କେଶକୁ ରଙ୍ଗ କରିବାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଟ୍ରେଣ୍ଡ୍‌ ଚାଲିଛି। ଏହା ଆପଣଙ୍କୁ ଷ୍ଟାଇଲିଶ୍‌ କରିବା ସହ ନୂଆ ଲୁକ୍‌ ବି ଦେଇଥାଏ। ଆପଣ ଯଦି କେଶ ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି, ହେଲେ ଏଥିଯୋଗୁ କାଳେ କେଶ ଖରାପ ହୋଇଯିବ ବୋଲି ଡରୁଛନ୍ତି, ତା’ହାଲେ ଆପଣଙ୍କୁ କିଛି ଟିପ୍ସ ଦେବୁ। ଯାହାକୁ […]

ଅଦ୍ୟତନ ହୋଇଛି
କେଶ ରଙ୍ଗ କରିବା ସମୟରେ ଏ ସବୁ ବିଷୟରେ ଧ୍ୟାନ ଦିଅନ୍ତୁ , ଲାଗିବେ ଷ୍ଟାଇଲିଶ୍‌

71

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଶକୁ ଆର୍ଟିଫିସିଆଲ୍‌ ରଙ୍ଗ କରିବା ଦ୍ୱାରା କେଶ ଖରାପ ହୋଇଯାଏ ବୋଲି ଆମ ମନରେ ଧାରଣା ରହିଛି। ଏହା ସତ୍ତ୍ୱେ କେଶକୁ ରଙ୍ଗ କରିବାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଟ୍ରେଣ୍ଡ୍‌ ଚାଲିଛି। ଏହା ଆପଣଙ୍କୁ ଷ୍ଟାଇଲିଶ୍‌ କରିବା ସହ ନୂଆ ଲୁକ୍‌ ବି ଦେଇଥାଏ।

Advertisment

publive-image

ଆପଣ ଯଦି କେଶ ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି, ହେଲେ ଏଥିଯୋଗୁ କାଳେ କେଶ ଖରାପ ହୋଇଯିବ ବୋଲି ଡରୁଛନ୍ତି, ତା’ହାଲେ ଆପଣଙ୍କୁ କିଛି ଟିପ୍ସ ଦେବୁ। ଯାହାକୁ ବ୍ୟବହାର କରି କେଶ ଖରାପ ହେବାରୁ ରକ୍ଷା ପାଇବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ପାଇପାରିବେ।

publive-image

ଜାଣନ୍ତୁ କେଶ ରଙ୍ଗ କରିବା ସମୟରେ କେଉଁ ଦିଗ ପ୍ରତି ଦୃଷ୍ଟି ଦେବେ।

-ହେୟାର୍‌ କଲର୍‌କୁ ଆପଣ ଅଧିକା ସମୟ କେଶରେ ଲଗାଇ ରଖନ୍ତୁ ନାହିଁ। ଏହା କେଶର ସତେଜତାକୁ ନଷ୍ଟ କରିଥାଏ। ଏଥିପଇଁ କେଶରେ ରଙ୍ଗ ଲଗାଇବାର କିଛି ସମୟ ପରେ ଧୋଇ ଦିଅନ୍ତୁ।

Advertisment

publive-image

-ଆପଣ ଯେଉଁଭଳି ରଙ୍ଗ କରିବାକୁ ଚାହୁଁଛନ୍ତି ସେହିଭଳି ରଙ୍ଗ କରିପାରିବେ। ମୁଖ୍ୟତଃ କେଶରେ ଗୋଲାପି ଏବଂ ଜାମୁକୋଳି ରଙ୍ଗ ଭଲ ଦେଖାଯାଇଥାଏ।

publive-image

-କେଶରେ ରଙ୍ଗ ଲଗାଇଲା ପରେ  ଡ୍ରାୟର୍‌ ଲଗାଇ ଦିଅନ୍ତୁ। ଏହା କରିବାରୁ କେଶରେ ରଙ୍ଗ ଅଧିକା ଦିନ ପର୍ଯ୍ୟନ୍ତ ରହିବ। ଏହା ଦ୍ୱାରା ଆପଣଙ୍କୁ ରଙ୍ଗ ଏକ ଷ୍ଟାଇଲିସ୍‌ ଲୁକ୍‌ ଦେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe