ଡ୍ରାଏଫୁଡ୍ ମଧ୍ୟରେ କିସ୍ମିସ୍ର ଚାହିଦା ଅଧିକ। କିସ୍ମିସ୍କୁ ସାଧାରଣତଃ ସୁଜି, ଖିରିରେ ବ୍ୟବହାର କରାଯାଏ ସ୍ୱାଦ ବଢ଼ାଇବା ପାଇଁ। କିନ୍ତୁ ଏହା କେବଳ ପାଟିକୁ ସୁଆଦିଆ ନୁହେଁ, ସ୍ୱାସ୍ଥ୍ୟ ପାଇଁ ବି ଭାରି ଉପକାରୀ। ଜାଣନ୍ତୁ କିସ୍ମିସ୍ର କରାମତି ସଂପର୍କରେ:
୧. କିସ୍ମିସ୍ ଖାଇଲେ ହଜମ ଶକ୍ତି ବଢ଼େ।
୨. କିସ୍ମିସ୍ରେ ଓଲୋନେଲିକ ଏସିଡ୍ ରହିଛି। ଏହା ମୁହଁ ସହିତ ଜଡ଼ିତ ସମସ୍ୟାକୁ ଦୂର କରିଥାଏ।
୩. ଏଥିରେ କ୍ୟାଲସିୟମ୍ର ମାତ୍ରା ଅଧିକ ଥାଏ ଯାହା ହାଡ଼କୁ ମଜଭୁତ କରେ।
୪. କିସ୍ମିସ୍ ଖାଇଲେ ଏସିଡିଟି ସମସ୍ୟା ଦୂର ହୁଏ।
୫.ଏଥିରେ ଆଇରନ୍ର ମାତ୍ରା ଅଧତ୍କ ଥାଏ ଯାହା ସିଧାସଳଖ ଏନିମିଆ ସହିତ ଲଢ଼ିବାରେ ସାହାଯ୍ୟ କରେ।
୬. କିସ୍ମିସ୍ରେ ଭିଟାମିନ୍ ‘ଏ’ ଥିବାରୁ ଏହା ଆଖି ପାଇଁ ଭଲ।
୭. ଏଥିରେ କୋଲୋଷ୍ଟ୍ରଲ ନଥାଏ। ତେଣୁ ଓଜନ ବଢ଼ାଇବାକୁ ଚାହୁଁଥିଲେ କିସ୍ମିସ୍ ଖାଆନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...