Advertisment

ଏସିଡିଟି ଅଛି କି? ଖାଇବା ହଜମ ହେଉ ନାହିଁ? ଖାଆନ୍ତୁ କିସ୍‌ମିସ୍‌

ଡ୍ରାଏଫୁଡ୍‌ ମଧ୍ୟରେ କିସ୍‌ମିସ୍‌ର ଚାହିଦା ଅଧିକ। କିସ୍‌ମିସ୍‌କୁ ସାଧାରଣତଃ ସୁଜି, ଖିରିରେ ବ୍ୟବହାର କରାଯାଏ ସ୍ୱାଦ ବଢ଼ାଇବା ପାଇଁ। କିନ୍ତୁ ଏହା କେବଳ ପାଟିକୁ ସୁଆଦିଆ ନୁହେଁ, ସ୍ୱାସ୍ଥ୍ୟ ପାଇଁ ବି ଭାରି ଉପକାରୀ। ଜାଣନ୍ତୁ କିସ୍‌ମିସ୍‌ର କରାମତି ସଂପର୍କରେ: ୧. କିସ୍‌ମିସ୍ ଖାଇଲେ ହଜମ ଶକ୍ତି ବଢ଼େ। ୨. କିସ୍‌ମିସ୍‌ରେ ଓଲୋନେଲିକ ଏସିଡ୍ ରହିଛି। ଏହା ମୁହଁ ସହିତ ଜଡ଼ିତ ସମସ୍ୟାକୁ ଦୂର କରିଥାଏ। ୩. ଏଥିରେ କ୍ୟାଲସିୟମ୍‌ର ମାତ୍ରା ଅଧିକ ଥାଏ ଯାହା ହାଡ଼କୁ […]

ଏସିଡିଟି ଅଛି କି? ଖାଇବା ହଜମ ହେଉ ନାହିଁ? ଖାଆନ୍ତୁ କିସ୍‌ମିସ୍‌

KISMISS

Advertisment

ଡ୍ରାଏଫୁଡ୍‌ ମଧ୍ୟରେ କିସ୍‌ମିସ୍‌ର ଚାହିଦା ଅଧିକ। କିସ୍‌ମିସ୍‌କୁ ସାଧାରଣତଃ ସୁଜି, ଖିରିରେ ବ୍ୟବହାର କରାଯାଏ ସ୍ୱାଦ ବଢ଼ାଇବା ପାଇଁ। କିନ୍ତୁ ଏହା କେବଳ ପାଟିକୁ ସୁଆଦିଆ ନୁହେଁ, ସ୍ୱାସ୍ଥ୍ୟ ପାଇଁ ବି ଭାରି ଉପକାରୀ। ଜାଣନ୍ତୁ କିସ୍‌ମିସ୍‌ର କରାମତି ସଂପର୍କରେ:

Advertisment

୧. କିସ୍‌ମିସ୍ ଖାଇଲେ ହଜମ ଶକ୍ତି ବଢ଼େ।

୨. କିସ୍‌ମିସ୍‌ରେ ଓଲୋନେଲିକ ଏସିଡ୍ ରହିଛି। ଏହା ମୁହଁ ସହିତ ଜଡ଼ିତ ସମସ୍ୟାକୁ ଦୂର କରିଥାଏ।

୩. ଏଥିରେ କ୍ୟାଲସିୟମ୍‌ର ମାତ୍ରା ଅଧିକ ଥାଏ ଯାହା ହାଡ଼କୁ ମଜଭୁତ କରେ।

୪. କିସ୍‌ମିସ୍‌ ଖାଇଲେ ଏସିଡିଟି ସମସ୍ୟା ଦୂର ହୁଏ।

୫.ଏଥିରେ ଆଇରନ୍‌ର ମାତ୍ରା ଅଧତ୍କ ଥାଏ ଯାହା ସିଧାସଳଖ ଏନିମିଆ ସହିତ ଲଢ଼ିବାରେ ସାହାଯ୍ୟ କରେ।

Advertisment

୬. କିସ୍‌ମିସ୍‌ରେ ଭିଟାମିନ୍ ‘ଏ’ ଥିବାରୁ ଏହା ଆଖି ପାଇଁ ଭଲ।

୭. ଏଥିରେ କୋଲୋଷ୍ଟ୍ରଲ ନଥାଏ। ତେଣୁ ଓଜନ ବଢ଼ାଇବାକୁ ଚାହୁଁଥିଲେ କିସ୍‌ମିସ୍ ଖାଆନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe