Advertisment

Odia Food recipe:‘ମାଛ ଚମ୍‌ଚମ୍‌’- Make a unique recipe, Machha cham cham

ଆବଶ୍ୟକ ସାମଗ୍ରୀ: ମାଛ ବେସନ ଚାଉଳ ଚୂନା କଟା କଞ୍ଚାଲଙ୍କା ଜିରା ଗୁଣ୍ଡ ଧନିଆ ଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ କଟା କଞ୍ଚାଲଙ୍କା କଟା ପିଆଜ ଅଦା-ପିଆଜ-ଶୁଖିଲାଲଙ୍କା ପେଷ୍ଟ କାଜୁ ଟମାଟୋ ଦହି ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଲୁଣ ଓ ହଳଦୀରେ ଗୋଳାଇ ଭାଜି ଦିଅନ୍ତୁ। ଏବେ ଭଜା ମାଛରୁ କଣ୍ଟା କାଢ଼ି ସେଥିରେ ବେସନ, ଚାଉଳ ଚୂନା, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଓ […]

ଅଦ୍ୟତନ ହୋଇଛି
Odia Food recipe:‘ମାଛ ଚମ୍‌ଚମ୍‌’- Make a unique recipe, Machha cham cham

fish-cham-cham

Advertisment

ଆବଶ୍ୟକ ସାମଗ୍ରୀ:

  • ମାଛ
  • ବେସନ
  • ଚାଉଳ ଚୂନା
  • କଟା କଞ୍ଚାଲଙ୍କା
  • ଜିରା ଗୁଣ୍ଡ
  • ଧନିଆ ଗୁଣ୍ଡ
  • ହଳଦୀ ଗୁଣ୍ଡ
  • ଲୁଣ
  • କଟା କଞ୍ଚାଲଙ୍କା
  • କଟା ପିଆଜ
  • ଅଦା-ପିଆଜ-ଶୁଖିଲାଲଙ୍କା ପେଷ୍ଟ
  • କାଜୁ
  • ଟମାଟୋ
  • ଦହି
Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଲୁଣ ଓ ହଳଦୀରେ ଗୋଳାଇ ଭାଜି ଦିଅନ୍ତୁ। ଏବେ ଭଜା ମାଛରୁ କଣ୍ଟା କାଢ଼ି ସେଥିରେ ବେସନ, ଚାଉଳ ଚୂନା, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।

ଏବେ କଡ଼େଇରେ ଲ ଗରମ କରି ମସଲା ଗୋଳା ମାଛ ଚକଟାକୁ ଗୋଲ୍ ଗୋଲ୍ କରି ଛାଣି ଦିଅନ୍ତୁ। ଏହା ପରେ ଗରମ ତେଲରେ କଟା ପିଆଜ ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ଅଦା, ପିଆଜ ଓ ଶୁଖିଲାଲଙ୍କା ପେଷ୍ଟ ପକାନ୍ତୁ। ମସଲା କଷି ହୋଇ ଆସିଲେ ସେଥିରେ କାଜୁ, ଟମାଟୋ ଓ ଦହି ବଟା ପକାଇ ଭଲ ଭାବେ କଷନ୍ତୁ। ମସଲା ପ୍ରସ୍ତୁତ ହୋଇଗଲେ ସେଥିରେ ଭଜା ମାଛ ବରାକୁ ପକାନ୍ତୁ। ଦୁଇରୁ ତିନି ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ମାଛ ଚମ୍‌ଚମ୍‌’।

Advertisment
Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe