Advertisment

Odia Food recipe: ବଟରଫ୍ଲାଏ ଚିକେନ୍-Delicious Butterfly Chicken

ଆବଶ୍ୟକ ସାମଗ୍ରୀ:   ଆଳୁ ବୋନ୍‌ଲେସ୍‌ ଚିକେନ୍ କର୍ଣ୍ଣଫ୍ଲୋର୍‌ ମଇଦା ଲଙ୍କାଗୁଣ୍ଡ ବିଟ ଲୁଣ ଗୋଲମରିଚ ଗୁଣ୍ଡ ଲୁଣ ରେଡ୍‌ ଚିଲି ସସ୍‌ ସୋୟା ସସ୍‌ ଅଦା-ରସୁଣ ବଟା ବଟର ଲେମ୍ବୁରସ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁରୁ ଚୋପା ଛଡ଼େଇ ପତଳା ପତଳା ଓ ଚେକା ଚେକା କରି କାଟି ରଖନ୍ତୁ। ଏହା ପରେ ବୋନ୍‌ଲେସ ଚିକେନ୍‌କୁ ଧୋଇ ସେଥିରେ କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାନ୍ତୁ। ଏହାପରେ […]

author-image
Chinmayee Roy
ଅଦ୍ୟତନ ହୋଇଛି
Odia Food recipe: ବଟରଫ୍ଲାଏ ଚିକେନ୍-Delicious Butterfly Chicken

chicken

ଆବଶ୍ୟକ ସାମଗ୍ରୀ:  

  • ଆଳୁ
  • ବୋନ୍‌ଲେସ୍‌ ଚିକେନ୍
  • କର୍ଣ୍ଣଫ୍ଲୋର୍‌
  • ମଇଦା
  • ଲଙ୍କାଗୁଣ୍ଡ
  • ବିଟ ଲୁଣ
  • ଗୋଲମରିଚ ଗୁଣ୍ଡ
  • ଲୁଣ
  • ରେଡ୍‌ ଚିଲି ସସ୍‌
  • ସୋୟା ସସ୍‌
  • ଅଦା-ରସୁଣ ବଟା
  • ବଟର
  • ଲେମ୍ବୁରସ
  • ତେଲ
Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଆଳୁରୁ ଚୋପା ଛଡ଼େଇ ପତଳା ପତଳା ଓ ଚେକା ଚେକା କରି କାଟି ରଖନ୍ତୁ। ଏହା ପରେ ବୋନ୍‌ଲେସ ଚିକେନ୍‌କୁ ଧୋଇ ସେଥିରେ କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାନ୍ତୁ। ଏହାପରେ ସେଥିରେ ରେଡ୍‌ ଚିଲି ସସ୍‌, ସୋୟା ସସ୍‌, ଅଦା-ରସୁଣ ବଟା, ବଟର ଓ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ ମ୍ୟାରିନେଟ୍ ହେବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ  କଟା ଯାଇଥିବା ଆଳୁଖଣ୍ଡରେ ମ୍ୟାରିନେଟ୍‌ ଚିକେନ୍ ରଖି ଆଳୁକୁ ଦୁଇପଟୁ ମୋଡ଼ି କାଠି ଦ୍ୱାରା ଗୁନ୍ଥି ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି ଏହି ଚିକେନ୍ ପୁର ଦିଆ ଆଳୁକୁ ଛାଣନ୍ତୁ। ଆଳୁ ଓ ପୁର ଲାଲ୍ ହୋଇଗଲେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ବଟରଫ୍ଲାଏ ଚିକେନ୍’।

Orissa Food Odia Food Recipe