Advertisment

Odia Food recipe:କଖାରୁ ମଲାଇ- How to make kakharu malai

ଆବଶ୍ୟକ ସାମଗ୍ରୀ: କଖାରୁ ଅରୁଆ ଚାଉଳ ଗୁଜୁରାତି ଗୁଣ୍ଡ କାଜୁ କିସ୍‌ମିସ୍ ଚିନି ଲୁଣ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଖାରୁକୁ କୋରି ଦିଅନ୍ତୁ। ସେହିପରି ଅରୁଆ ଚାଉଳକୁ ଭାଜି ଗୁଣ୍ଡ କରି ଦିଅନ୍ତୁ। ଏବେ କଡ଼େଇରେ ଅଳ୍ପ ତେଲ ଗରମ କରି କାଜୁ ଓ କିସ୍‌ମିସ୍‌ ଭାଜି ଦିଅନ୍ତୁ। ତା’ପରେ କଡ଼େଇରେ ପୁଣି ଥରେ ତେଲ ଗରମ କରି ଗୁଜୁରାତି ଗୁଣ୍ଡ ପକାନ୍ତୁ ଓ ଏହା ପରେ କ୍ଷୀର ପକାଇ ଫୁଟାନ୍ତୁ। କ୍ଷୀର ଫୁଟିବା ପରେ […]

ଅଦ୍ୟତନ ହୋଇଛି
Odia Food recipe:କଖାରୁ ମଲାଇ- How to make kakharu malai

kaddu

Advertisment

ଆବଶ୍ୟକ ସାମଗ୍ରୀ:

  • କଖାରୁ
  • ଅରୁଆ ଚାଉଳ
  • ଗୁଜୁରାତି ଗୁଣ୍ଡ
  • କାଜୁ
  • କିସ୍‌ମିସ୍
  • ଚିନି
  • ଲୁଣ
  • ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କଖାରୁକୁ କୋରି ଦିଅନ୍ତୁ। ସେହିପରି ଅରୁଆ ଚାଉଳକୁ ଭାଜି ଗୁଣ୍ଡ କରି ଦିଅନ୍ତୁ। ଏବେ କଡ଼େଇରେ ଅଳ୍ପ ତେଲ ଗରମ କରି କାଜୁ ଓ କିସ୍‌ମିସ୍‌ ଭାଜି ଦିଅନ୍ତୁ। ତା’ପରେ କଡ଼େଇରେ ପୁଣି ଥରେ ତେଲ ଗରମ କରି ଗୁଜୁରାତି ଗୁଣ୍ଡ ପକାନ୍ତୁ ଓ ଏହା ପରେ କ୍ଷୀର ପକାଇ ଫୁଟାନ୍ତୁ। କ୍ଷୀର ଫୁଟିବା ପରେ କଖାରୁ କୋରା ପକାଇ ଭଲ ଭାବେ ଗୋଳାନ୍ତୁ। ସେଥିରେ ଚିନି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଫୁଟାନ୍ତୁ। କଖାରୁ ସିଝି ଯିବା ପରେ ଭଜା ଚାଉଳ ଗୁଣ୍ଡ ଓ ଭଜା କାଜୁ ଏବଂ କିସ୍‌ମିସ୍‌ ପକାଇ ଘାଣ୍ଟନ୍ତୁ। ଏହା ପରେ କ୍ଷୀର ମରିଯିବା ପରେ ଗୁଜୁରାତି ଗୁଣ୍ଡ ପକାଇ ଚୁଲି ବନ୍ଦ କରି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘କଖାରୁ ମଲାଇ’।

Advertisment
Orissa Food Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe