fgghghgh
Advertisment
ଆବଶ୍ୟକ ସାମଗ୍ରୀ: ଦହି, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଚାଟ୍ ମସଲା, ଥଣ୍ଡା ପାଣି, ଅଦା, କଳା ଲୁଣ, ହେଙ୍ଗୁ, ଭୁର୍ସୁଙ୍ଗ ପତ୍ର ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ନୀର ମୋର୍ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଏକ ବଡ଼ ପାତ୍ର ନେଇ ସେଥିରେ ଦହି ଓ ପାଣି ଢାଳନ୍ତୁ। ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା, ବଟା ଅଦା, ଜିରା ଗୁଣ୍ଡ, କଳା ଲୁଣ, ଲୁଣ ଓ ଚାଟ୍ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ଏଥିରେ ଭୁର୍ସୁଙ୍ଗ ପତ୍ର ପକାନ୍ତୁ। ଏବେ ଏହି ମିଶ୍ରଣକୁ ସର୍ଭିଙ୍ଗ୍ ଗ୍ଲାସ୍ରେ ଢାଳି ବରଫ ପକାଇ ପରଷନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/08/fgghghgh.jpg)