ମାଟି ହାଣ୍ଡି ପୋଡ଼ା ମଟନ୍‌

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଅଦା-ରସୁଣ ବଟା, ସୋରିଷ ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, କଟା ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଲୁଣ ଓ ରିଫାଇନ୍‌ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ଅଦା-ରସୁଣ ବଟା, ସୋରିଷ ବଟା, କଟା ପିଆଜ, କଞ୍ଚାଲଙ୍କା ବଟା ଓ କଟା ଟମାଟୋ ପକାନ୍ତୁ। ଏହାପରେ ଏଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ରିଫାଇନ୍‌ ତେଲ […]

mutton

mutton

Chinmayee Roy
  • Published: Sunday, 13 October 2019
  • Updated: 13 October 2019, 10:33 AM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଅଦା-ରସୁଣ ବଟା, ସୋରିଷ ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, କଟା ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଲୁଣ ଓ ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ଅଦା-ରସୁଣ ବଟା, ସୋରିଷ ବଟା, କଟା ପିଆଜ, କଞ୍ଚାଲଙ୍କା ବଟା ଓ କଟା ଟମାଟୋ ପକାନ୍ତୁ। ଏହାପରେ ଏଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ରିଫାଇନ୍‌ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

ଏବେ ଏକ ମାଟି ହାଣ୍ଡିରେ ତେଲ ଦେଇ ଏହାକୁ ଚାରିଆଡ଼େ ଖେଳାଇ ଦିଅନ୍ତୁ। ଫଳରେ ମାଂସ ଆଉ ତଳେ ଲାଗିବ ନାହିଁ। ମାଟି ହାଣ୍ଡିରେ ତେଲ ଦେଇ ଏହାକୁ ଚୁଲିରେ ବସାନ୍ତୁ। ତା’ପରେ ଏଥିରେ ମସଲା ଗୋଳା ମାଂସକୁ ରଖି ମାଟିର ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ଏବେ କିଛି ଅଟା ଚକଟାକୁ ହାଣ୍ଡିର ମୁହଁ ଚାରିପଟେ ଦେଇ ଫାଙ୍କ ବନ୍ଦ କରିଦିଅନ୍ତୁ। ଏବେ ଘୋଡ଼ଣୀ ଉପରେ କିଛି ଅଙ୍ଗାର ପକାଇ ଦିଅନ୍ତୁ। ୨୫ ମିନିଟ୍‌ରୁ ଅଧା ଘଣ୍ଟା ମଧ୍ୟରେ ପ୍ରସ୍ତୁତ ହୋଇଯିବ ‘ମାଟି ହାଣ୍ଡି ପୋଡ଼ା ମଟନ୍‌’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story