Advertisment

କେବେ ଖାଇଛନ୍ତି ‘ସ୍ୱିଟ୍ ବ୍ରେଡ୍‌ ଚପ୍'

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ବେସନ, କ୍ଷୀର କିମ୍ବା ମିଲ୍କ ପାଉଡର, ପାନମଧୁରୀ, ସ୍ୱାଦ ଅନୁସାରେ ଲୁଣ, ଚିନି ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍‌ର କଡ଼ ଗୁଡ଼ିକୁ କାଢ଼ି ବାହାର କରି ଦିଅନ୍ତୁ। ଏବେ ବ୍ରେଡ୍‌ର ମଝି ଅଂଶକୁ ଛୋଟ ଛୋଟ କରି ଦିଅନ୍ତୁ। ତା’ପରେ ଏକ ପାତ୍ରରେ ବେସନ, ଆବଶ୍ୟକ ଅନୁଯାୟୀ କ୍ଷୀର କିମ୍ବା ମିଲ୍କ ପାଉଡର, ପାନ ମଧୁରୀ, ସ୍ୱାଦ ଅନୁସାରେ ଲୁଣ ଓ ଚିନି ପକାଇ ଭଲ ଭାବେ ଗୋଳାଇ ଘୋଳ […]

କେବେ ଖାଇଛନ୍ତି ‘ସ୍ୱିଟ୍ ବ୍ରେଡ୍‌ ଚପ୍'

pakoda

Advertisment

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ବେସନ, କ୍ଷୀର କିମ୍ବା ମିଲ୍କ ପାଉଡର, ପାନମଧୁରୀ, ସ୍ୱାଦ ଅନୁସାରେ ଲୁଣ, ଚିନି ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍‌ର କଡ଼ ଗୁଡ଼ିକୁ କାଢ଼ି ବାହାର କରି ଦିଅନ୍ତୁ। ଏବେ ବ୍ରେଡ୍‌ର ମଝି ଅଂଶକୁ ଛୋଟ ଛୋଟ କରି ଦିଅନ୍ତୁ। ତା’ପରେ ଏକ ପାତ୍ରରେ ବେସନ, ଆବଶ୍ୟକ ଅନୁଯାୟୀ କ୍ଷୀର କିମ୍ବା ମିଲ୍କ ପାଉଡର, ପାନ ମଧୁରୀ, ସ୍ୱାଦ ଅନୁସାରେ ଲୁଣ ଓ ଚିନି ପକାଇ ଭଲ ଭାବେ ଗୋଳାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ବ୍ରେଡ୍ ଖଣ୍ଡଗୁଡ଼ିକୁ ପ୍ରସ୍ତୁତ ରଖିଥିବା ଘୋଳରେ ବୁଡ଼ାଇ ଛାଣନ୍ତୁ। ଦୁଇପଟ ଲାଲ୍‌ ହେବା ପର୍ଯ୍ୟନ୍ତ ଛାଣି ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ସ୍ୱିଟ୍ ବ୍ରେଡ୍‌ ଚପ୍’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe