ଚୁଟି କଲର୍ ଶୀଘ୍ର ଛାଡ଼ି ଯାଉଛି କି? ପାଳନ କରନ୍ତୁ ଏହି ୪ଟି ଘରୋଇ ଉପଚାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ସମସ୍ତେ କିଛି ନା କିଛି ଫ୍ୟାଶନ୍‌ ଟିପ୍‌ସ ଆପଣାଉଛନ୍ତି। ବିଶେଷ କରି ଯୁବପିଢ଼ି ଫ୍ୟାଶନ୍‌କୁ ନେଇ ଅଧିକ ଚିନ୍ତା କରିଥାନ୍ତି। ଡ୍ରେସ୍‌ ହେଉ କି ଜୋତା ସବୁ ପର୍‌ଫେକ୍ଟ ହେବା ଦରକାର। ତେବେ ଆଜିକାଲି ପିଲାଏ ସବୁଠୁ ବେଶୀ ଚିନ୍ତିତ ‘ହେୟାର ଷ୍ଟାଇଲ୍‌’କୁ ନେଇ। କିଏ ଷ୍ଟାଇଲ୍‌ରେ ଚୁଟି କାଟିଥାଏ ତ ଆଉକିଏ କଲର୍‌ କରିଥାଏ। ବିଶେଷ କରି ନୂଆଲୁକ୍‌ ପାଇଁ ସେମାନେ ବାରମ୍ବାର କଲର୍‌ କରିଥାନ୍ତି। ହେଲେ ବାରମ୍ବାର କଲର୍‌ […]

hair

hair

Rakesh Mallick
  • Published: Wednesday, 22 August 2018
  • Updated: 22 August 2018, 05:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ସମସ୍ତେ କିଛି ନା କିଛି ଫ୍ୟାଶନ୍‌ ଟିପ୍‌ସ ଆପଣାଉଛନ୍ତି। ବିଶେଷ କରି ଯୁବପିଢ଼ି ଫ୍ୟାଶନ୍‌କୁ ନେଇ ଅଧିକ ଚିନ୍ତା କରିଥାନ୍ତି। ଡ୍ରେସ୍‌ ହେଉ କି ଜୋତା ସବୁ ପର୍‌ଫେକ୍ଟ ହେବା ଦରକାର। ତେବେ ଆଜିକାଲି ପିଲାଏ ସବୁଠୁ ବେଶୀ ଚିନ୍ତିତ ‘ହେୟାର ଷ୍ଟାଇଲ୍‌’କୁ ନେଇ।

କିଏ ଷ୍ଟାଇଲ୍‌ରେ ଚୁଟି କାଟିଥାଏ ତ ଆଉକିଏ କଲର୍‌ କରିଥାଏ। ବିଶେଷ କରି ନୂଆଲୁକ୍‌ ପାଇଁ ସେମାନେ ବାରମ୍ବାର କଲର୍‌ କରିଥାନ୍ତି। ହେଲେ ବାରମ୍ବାର କଲର୍‌ କଲେ କିଛିଦିନ ପରେ ଚୁଟିର ରଙ୍ଗ ଫିକା ପଡ଼ି ଯାଇଥାଏ।

ଯଦି ଏପରି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ଏଇସବୁ ଘରୋଇ ଉପଚାର ଥରେ ପାଳନ କରି ଦେଖନ୍ତୁ। ହୁଏତ କିଛି ସୁଫଳ ମିଳିପାରେ।
hairତିନିଦିନ ପର୍ଯ୍ୟନ୍ତ ଶାମ୍ପୁ କରନ୍ତୁ ନାହିଁ: ଯେବେବି ଆପଣ ଚୁଟି କଲର୍‌ କରିବେ, ତିନିଦିନ ପର୍ଯ୍ୟନ୍ତ ଶାମ୍ପୁ କରନ୍ତୁ ନାହିଁ। ଶାମ୍ପୁ ବ୍ୟବହାର ନକଲେ ଆପଣଙ୍କ ଚୁଟିରେ କଲର୍‌ ଭଲ ଭାବେ ଲାଖିଯିବ। ଫଳରେ ଅଧିକ ଦିନ ପର୍ଯ୍ୟନ୍ତ ଚୁଟି ଫିକା ପଡ଼ିବନି।
hairଉଚିତ୍‌ ଶାମ୍ପୁ ବ୍ୟବହାର କରନ୍ତୁ: ଚୁଟି କଲର୍‌ କରିବା ପରେ ନର୍ମାଲ ଶାମ୍ପୁ ବ୍ୟବହାର କରନ୍ତୁ ନାହିଁ। ଏହା ବଦଳରେ ଆପଣ ସଲ୍‌ଫେଟ୍‌ ଫ୍ରି ଶାମ୍ପୁ ବ୍ୟବହାର କରିପାରିବେ। ଏପରି ଶାମ୍ପୁ କିଣନ୍ତୁ, ଯାହା ରଙ୍ଗ ହୋଇଥିବା ଚୁଟି ପାଇଁ କେବଳ ପ୍ରସ୍ତୁତ କରାଯାଇଥାଏ।
hairଫିଲଟର୍‌ ପାଣିରେ ଚୁଟି ସଫା କରନ୍ତୁ: ଚୁଟି ଧୋଇବା ବେଳେ ଫିଲଟର୍‌ ହୋଇଥିବା ପାଣି ବ୍ୟବହାର କରନ୍ତୁ। କାରଣ ନଳରେ ଆସୁଥିବା ପାଣିରେ କ୍ଲୋରିନ୍‌ ଓ କେମିକାଲ୍‌ ରହିଥାଏ। ଏହା ଆପଣଙ୍କ ଚୁଟିକୁ ଖରାପ କରିଦେଇ ପାରେ। ଯଦି ଫିଲ୍‌ଟର୍‌ ପାଣି ବ୍ୟବହାର କରିବେ, ତେବେ ଆପଣଙ୍କ ଚୁଟିର ରଙ୍ଗ ଅଧିକ ଦିନ ରହିବ।
hairଗରମ ପାଣି ବ୍ୟବହାର କରନ୍ତୁ ନାହିଁ: ଚୁଟି କଲର୍‌ କରିଥିଲେ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। ଏପରି କଲେ ଚୁଟିର କଲର୍‌ ଓ କୋମଳତା ଶୀଘ୍ର ଚାଲିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story