Advertisment

କରାରେ ଆଳୁ- Karare Aloo recipe in odia

ଆବଶ୍ୟକ ସାମଗ୍ରୀ ଛୋଟ ଆଳୁ କଞ୍ଚା ଲଙ୍କା ଧନିଆ ପତ୍ର ଧନିଆ ଗୁଣ୍ଡ ଚାଟ୍‌ ମସଲା ଲଙ୍କା ଗୁଣ୍ଡ ତେଲ ଲୁଣ   ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଆଳୁରୁ ଚୋପା ଛଡ଼ାଇ ଦିଅନ୍ତୁ। ତା’ପରେ ଏହାକୁ ସିଝାଇ ଦିଅନ୍ତୁ। ଆଳୁ ସିଝିଗଲା ପରେ ଏହାକୁ ଟିକେ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଆଳୁ ଟିକେ ଥଣ୍ଡା ହୋଇଗଲେ, ସେଗୁଡ଼ିକୁ ଦୁଇ ହାତ ପାପୁଲରେ ରଖି ଅଳ୍ପ ଚାପନ୍ତୁ। ଏବେ ଏକ ପ୍ୟାନ୍‌ରେ ତେଲ ଗରମ କରି ଆଳୁଗୁଡ଼ିକୁ […]

ଅଦ୍ୟତନ ହୋଇଛି
କରାରେ ଆଳୁ- Karare Aloo recipe in odia

kararea-alu

Advertisment

ଆବଶ୍ୟକ ସାମଗ୍ରୀ

  • ଛୋଟ ଆଳୁ
  • କଞ୍ଚା ଲଙ୍କା
  • ଧନିଆ ପତ୍ର
  • ଧନିଆ ଗୁଣ୍ଡ
  • ଚାଟ୍‌ ମସଲା
  • ଲଙ୍କା ଗୁଣ୍ଡ
  • ତେଲ
  • ଲୁଣ

karare aloo odia recipeପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆଳୁରୁ ଚୋପା ଛଡ଼ାଇ ଦିଅନ୍ତୁ। ତା’ପରେ ଏହାକୁ ସିଝାଇ ଦିଅନ୍ତୁ। ଆଳୁ ସିଝିଗଲା ପରେ ଏହାକୁ ଟିକେ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଆଳୁ ଟିକେ ଥଣ୍ଡା ହୋଇଗଲେ, ସେଗୁଡ଼ିକୁ ଦୁଇ ହାତ ପାପୁଲରେ ରଖି ଅଳ୍ପ ଚାପନ୍ତୁ। ଏବେ ଏକ ପ୍ୟାନ୍‌ରେ ତେଲ ଗରମ କରି ଆଳୁଗୁଡ଼ିକୁ ଗୋଲ୍ଡେନ୍‌ କଲର୍‌ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ତା’ପରେ ସେଗୁଡ଼ିକୁ ତେଲରୁ କାଢ଼ି ଦିଅନ୍ତୁ।

Advertisment

ଏବେ ଏଥିରେ ସ୍ୱାଦ ଅନୁସାରେ ଲୁଣ ସହିତ କଟା ଲଙ୍କା, ଧନିଆ ପତ୍ର, ଚାଟ୍‌ ମସଲା ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କରାରେ ଆଳୁ। ଏହାକୁ ଆପଣ ମିଠା ଚଟଣି କିମ୍ବା ଧନିଆ ଚଟଣି ସହିତ ଗରମ ଗରମ ପରଷି ପାରିବେ।

Orissa Food Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe