ଆଜି ରବିବାରରେ ଘରେ ପ୍ରସ୍ତୁତ କରନ୍ତୁ ତାୱା ସ୍ମୋକ୍‌ ଚିକେନ୍‌

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଲୁଣ, ଦହି, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ, ଲୁଣ, ଅଦା ରସୁଣ ପେଷ୍ଟ୍‌, ରିଫାଇନ୍‌ ତେଲ ଓ କୋଇଲା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌ ଧୋଇ ତାକୁ ଏକ ପାତ୍ରରେ ରଖନ୍ତୁ। ତା’ପରେ ତାକୁ ମ୍ୟାରିନେଟ୍‌ କରି ରଖନ୍ତୁ। ଭଲଭାବେ ମ୍ୟାରିନେଟ୍‌ ହେବା ପାଇଁ ଚିକେନ୍‌କୁ ଛୁରୀରେ ଅଳ୍ପ କାଟିଦିଅନ୍ତୁ। ଏମିତି କରିବା ଦ୍ୱାରା ମସଲା ଗୁଡ଼ିକ, ଚିକେନ୍‌ରେ ଭଲ ଭାବେ ମିଶିଯାଇଥାଏ। ମ୍ୟାରିନେଟ୍‌ କରିବାକୁ ଚିକେନ୍‌ରେ ଲୁଣ, ହଳଦୀ, […]

chiken

chiken

Sangita Sahoo
  • Published: Sunday, 21 April 2019
  • Updated: 21 April 2019, 09:02 AM IST

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଲୁଣ, ଦହି, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ, ଲୁଣ, ଅଦା ରସୁଣ ପେଷ୍ଟ୍‌, ରିଫାଇନ୍‌ ତେଲ ଓ କୋଇଲା।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌ ଧୋଇ ତାକୁ ଏକ ପାତ୍ରରେ ରଖନ୍ତୁ। ତା’ପରେ ତାକୁ ମ୍ୟାରିନେଟ୍‌ କରି ରଖନ୍ତୁ। ଭଲଭାବେ ମ୍ୟାରିନେଟ୍‌ ହେବା ପାଇଁ ଚିକେନ୍‌କୁ ଛୁରୀରେ ଅଳ୍ପ କାଟିଦିଅନ୍ତୁ। ଏମିତି କରିବା ଦ୍ୱାରା ମସଲା ଗୁଡ଼ିକ, ଚିକେନ୍‌ରେ ଭଲ ଭାବେ ମିଶିଯାଇଥାଏ। ମ୍ୟାରିନେଟ୍‌ କରିବାକୁ ଚିକେନ୍‌ରେ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ୍‌, ଗରମ ମସଲିଆ, ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ତାକୁ ୨୦ ରୁ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ।
ଏହା ପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଚିକେନ୍‌ ତେଲରେ ଗୋଟିଏ ଗୋଟିଏ ପିସ୍‌ କରି ପକାଇ ଭଲଭାବେ ଭାଜନ୍ତୁ।  ଚିକେନ୍‌ ଭାଜି ହୋଇଯିବା ପରେ ଏକ ପାତ୍ରରେ ରଖନ୍ତୁ। ଏହାପରେ କୋଇଲାକୁ ଗରମ କରି ତାକୁ ଏକ ଷ୍ଟିଲ୍‌ ଗିନାରେ ରଖ୍ ସେହି ଚିକେନ୍‌ ଭିତରେ ରଖି ତା’ଉପରେ ଏକ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। କୋଇଲାରେ ଧୂଆଁ ହେବାକୁ ସେଥିରେ ଟିକେ ତେଲ ପକାଇ ଦିଅନ୍ତୁ। କିଛି ସମୟ ପରେ ଚିକେନ୍‌କୁ କାଢ଼ିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ତାୱା ସ୍ମୋକ୍‌ ଚିକେନ୍‌। ସେହି ଚିକେନ୍‌କୁ ପୁଦିନା ଚଟଣୀ ସହ ନେଇ ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story