ଆବଶ୍ୟକ ସାମଗ୍ରୀ:
- ଅଟା
- କ୍ଷୀର
- ଚିନି
- ଗୁଆଘିଅ
- ଗୁଜୁରାତି ଗୁଣ୍ଡ
- ଲେମ୍ବୁରସ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚିନିରେ ଗୁଜୁରାତି ଗୁଣ୍ଡ ଓ ଲେମ୍ବୁରସ ମିଶାଇ ଶିରା ପ୍ରସ୍ତୁତ କରି ରଖନ୍ତୁ। ଏବେ କଡ଼େଇ ଗରମ କରି ଅଟାକୁ ହାଲକା ଭାଜି ଦିଅନ୍ତୁ। ପରେ ଏକ ପ୍ୟାନ୍ରେ କ୍ଷୀରକୁ ଫୁଟାଇ ସେଥିରେ ଗୁଜୁରାତି ଗୁଣ୍ଡ ଓ ଗୁଆଘିଅ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଭଜା ଅଟାକୁ ପକାଇ ଜନ୍ତି ଦିଅନ୍ତୁ। ଏବେ ଏହି ଅଟା ଜନ୍ତୁଣିକୁ ଗୋଲ ଗୋଲ ପିଠା ଆକାରର କରି ଗଢ଼ି ରଖନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରି ଏହି ଅଟା ଗୁଳାଗୁଡ଼ିକୁ ଛାଣି ଦିଅନ୍ତୁ। ହାଲକା ଲାଲ୍ ହୋଇଆସିଲେ ଏଗୁଡ଼ିକୁ କାଢ଼ି ପୂର୍ବରୁ ପ୍ରସ୍ତୁତ ଥିବା ଚିନି ଶିରାରେ ପକାଇ ଦିଅନ୍ତୁ। ୧୫ ରୁ ୨୦ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ସୁଆଦିଆ ‘ଅଟା ରସା’।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...