Advertisment

ଗ୍ରହର ସ୍ଥିତି ବ୍ୟକ୍ତିକୁ କରେ ବିଶ୍ୱାସଘାତକ: ଏମିତି ଲୋକଙ୍କଠାରୁ ରହୁନ୍ତୁ ହୁସିଆର

ଗ୍ରହଙ୍କ ସ୍ଥିତି ଆମ ବ୍ୟକ୍ତିତ୍ୱ ଉପରେ ବହୁତ ପ୍ରଭାବ ପକାଇଥାଏ। ଗ୍ରହ ଚଳନ ଓ ସେମାନଙ୍କ ଦୃଷ୍ଟି ଆମକୁ ଭଲ ବାଟ ଅଥବା ଖରାପ ବାଟକୁ ନେଇଥାଏ। ଆସନ୍ତୁ ଜାଣିବା କୁଣ୍ଡଳୀରେ କେଉଁ ଗ୍ରହ କେଉଁ ସ୍ଥିତିରେ ଥିଲେ ଲୋକଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହି ଗ୍ରହ ନିଶ୍ଚିତ କରିଥାନ୍ତି ଜଣେ ବ୍ୟକ୍ତି ଅନ୍ୟମାନଙ୍କ ସହ କିପରି ବ୍ୟବହାର କରିବେ। ୧. କୁଣ୍ଡଳୀରେ ମଙ୍ଗଳ ଓ ରାହୁ ଏକା ସାଙ୍ଗରେ ଥିଲେ ସେ ବ୍ୟକ୍ତି ବିଶ୍ୱାସଘାତକ […]

ଅଦ୍ୟତନ ହୋଇଛି
ଗ୍ରହର ସ୍ଥିତି ବ୍ୟକ୍ତିକୁ କରେ ବିଶ୍ୱାସଘାତକ: ଏମିତି ଲୋକଙ୍କଠାରୁ ରହୁନ୍ତୁ ହୁସିଆର

kundali

Advertisment

ଗ୍ରହଙ୍କ ସ୍ଥିତି ଆମ ବ୍ୟକ୍ତିତ୍ୱ ଉପରେ ବହୁତ ପ୍ରଭାବ ପକାଇଥାଏ। ଗ୍ରହ ଚଳନ ଓ ସେମାନଙ୍କ ଦୃଷ୍ଟି ଆମକୁ ଭଲ ବାଟ ଅଥବା ଖରାପ ବାଟକୁ ନେଇଥାଏ। ଆସନ୍ତୁ ଜାଣିବା କୁଣ୍ଡଳୀରେ କେଉଁ ଗ୍ରହ କେଉଁ ସ୍ଥିତିରେ ଥିଲେ ଲୋକଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହି ଗ୍ରହ ନିଶ୍ଚିତ କରିଥାନ୍ତି ଜଣେ ବ୍ୟକ୍ତି ଅନ୍ୟମାନଙ୍କ ସହ କିପରି ବ୍ୟବହାର କରିବେ।

Advertisment

୧. କୁଣ୍ଡଳୀରେ ମଙ୍ଗଳ ଓ ରାହୁ ଏକା ସାଙ୍ଗରେ ଥିଲେ ସେ ବ୍ୟକ୍ତି ବିଶ୍ୱାସଘାତକ ହୋଇଥାନ୍ତି। ଏପରି ବ୍ୟକ୍ତି ଯେକୌଣସି ସମୟରେ ଅନ୍ୟସହ ବିଶ୍ୱାସଘାତକତା କରିପାରନ୍ତି। ଏପରି ବ୍ୟକ୍ତିଙ୍କଠାରୁ ଯଥା ସମ୍ଭବ ଦୂରେଇ ରହୁନ୍ତୁ।

୨. ଯେଉଁ ବ୍ୟକ୍ତିଙ୍କ ସୂର୍ଯ୍ୟ, ଗୁରୁ, ବୃହସ୍ପତି ଓ ଶନି ନିର୍ବଳ ଥାଏ ସେମାନଙ୍କଠାରେ ବିଶ୍ୱାସ କମ ଥାଏ। ଏପରିସ୍ଥିତିରେ ମଙ୍ଗଳ ଓ ରାହୁ ପ୍ରଭାବଶାଳୀ ହୋଇଗଲେ ବ୍ୟକ୍ତି ଜଣଙ୍କ ଯେକୌଣସି ସମୟରେ ବିଶ୍ୱାସଘାତକାତା କରିଥାନ୍ତି। ଏହି ସମୟରେ ରାହୁର ପ୍ରଭାବରେ ବ୍ୟକ୍ତିର ମନରେ ଗୋଟେ କଥା ଚାଲିଥାଏ ଓ ଆଖି ଆଗରେ ଥିବା ଲୋକଙ୍କ ସହ ମିଠା କଥା କହି ବିଶ୍ୱାସ ଜିତିଥାନ୍ତି।

Advertisment

୩. ମଙ୍ଗଳ ପ୍ରଭାବରେ ବ୍ୟକ୍ତି ବିଶ୍ୱାସଘାତକ ହେବା ସହ ଚୋରି କରିଥାଏ। ରାହୁ ଏହି ଗ୍ରହକୁ ସହଯୋଗ କରିଥାଏ। ଫଳରେ ଏସବୁ କାମ ପାଇଁ ରାସ୍ତା ସୁବିଧା ହୋଇଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe