Advertisment

କିପରି ହୋଇଥାନ୍ତି ‘S’ ଅକ୍ଷରର ବ୍ୟକ୍ତି? ଅଳସୁଆ ନା ପରିଶ୍ରମୀ, ରସିକ ନା ବେରସିକ.... କ୍ଲିକ୍ କରି ପଢ଼ନ୍ତୁ

ସାରାବିଶ୍ୱ ଜ୍ୟୋତିଷ ଶାସ୍ତ୍ର ପଛରେ ପାଗଳ। ଭାରତୀୟମାନେ ମଧ୍ୟ ଏହି ମାମଲାରେ ପଛରେ ନାହାନ୍ତି। ସାରାବିଶ୍ୱ ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିଥାଏ। ଭାରତରେ ରାଶି ଓ ନାମକୁ ଅଧିକ ଗୁରୁତ୍ୱ ଦିଆଯାଏ। ସେଥିପାଇଁ କୁହାଯାଇଥାଏ, ବ୍ୟକ୍ତିର ନାମରେ କିଛି ନା କିଛି ଅର୍ଥ ରହିଛି ଓ ବ୍ୟକ୍ତିର ନାଁରୁ ବ୍ୟକ୍ତିତ୍ୱ ଜାଣିହୁଏ। ସେଥିପାଇଁ ଆଜିକାଲି ଲୋକ ନିଜ ଶିଶୁର ନାମକରଣ ଭାବିଚିନ୍ତି କରୁଛନ୍ତି। ତାହାହେଲେ ଆସନ୍ତୁ ଜାଣିବା ଯେଉଁମାନଙ୍କ ନାଁର ପ୍ରଥମ ଅକ୍ଷର ଇଂରାଜୀ […]

ଅଦ୍ୟତନ ହୋଇଛି
କିପରି ହୋଇଥାନ୍ତି ‘S’ ଅକ୍ଷରର ବ୍ୟକ୍ତି? ଅଳସୁଆ ନା ପରିଶ୍ରମୀ, ରସିକ ନା ବେରସିକ.... କ୍ଲିକ୍ କରି ପଢ଼ନ୍ତୁ

sonam

Advertisment

ସାରାବିଶ୍ୱ ଜ୍ୟୋତିଷ ଶାସ୍ତ୍ର ପଛରେ ପାଗଳ। ଭାରତୀୟମାନେ ମଧ୍ୟ ଏହି ମାମଲାରେ ପଛରେ ନାହାନ୍ତି। ସାରାବିଶ୍ୱ ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିଥାଏ। ଭାରତରେ ରାଶି ଓ ନାମକୁ ଅଧିକ ଗୁରୁତ୍ୱ ଦିଆଯାଏ। ସେଥିପାଇଁ କୁହାଯାଇଥାଏ, ବ୍ୟକ୍ତିର ନାମରେ କିଛି ନା କିଛି ଅର୍ଥ ରହିଛି ଓ ବ୍ୟକ୍ତିର ନାଁରୁ ବ୍ୟକ୍ତିତ୍ୱ ଜାଣିହୁଏ। ସେଥିପାଇଁ ଆଜିକାଲି ଲୋକ ନିଜ ଶିଶୁର ନାମକରଣ ଭାବିଚିନ୍ତି କରୁଛନ୍ତି। ତାହାହେଲେ ଆସନ୍ତୁ ଜାଣିବା ଯେଉଁମାନଙ୍କ ନାଁର ପ୍ରଥମ ଅକ୍ଷର ଇଂରାଜୀ ଏସ୍‌(S)ରୁ ଆରମ୍ଭ ହୋଇଥାଏ ସେମାନଙ୍କ ବ୍ୟକ୍ତିତ୍ୱ କିପରି ହୋଇଥାଏ।

Advertisment

ପ୍ରବଳ ପରିଶ୍ରମୀ

ଏସ୍‌(S) ଇଂରାଜୀ ବର୍ଣ୍ଣମାଳାରେ ୧୯ ନମ୍ବର  ଅକ୍ଷର। ଏସ୍‌ ନାମର ବ୍ୟକ୍ତି ଅଧିକ ପରିଶ୍ରମୀ । ଏହି ନାମର ବ୍ୟକ୍ତି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ  ଅଧିକ ପରିଶ୍ରମ କରିଥାନ୍ତି। ଏମାନେ ବୁଦ୍ଧିମାନ ହୋଇଥାଆନ୍ତି।

ଦେଖିବାକୁ ବହୁତ ସୁନ୍ଦର

ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ। ଏମାନେ ସାମ୍ନା ଲୋକଙ୍କୁ  କଥାରେ ପ୍ରଭାବିତ କରିପାରନ୍ତି।  ଏହି ସବୁ ଲକ୍ଷଣ ବିଶେଷ କରି ଝିଅମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ।

Advertisment

ପ୍ରଭାବଶାଳୀ

ଯେଉଁମାନଙ୍କ ବ୍ୟକ୍ତିଙ୍କ ନାମ ଏସ୍‌(S)ରୁ ଆରମ୍ଭ ହୋଇଥାଏ ସେମାନେ ଖୋଲାହୃଦୟର ହୋଇଥାନ୍ତି। କିନ୍ତୁ ବେଳେ ବେଳେ ଏମାନେ ରାଗି ଯାଆନ୍ତି। ତେବେ ଏମାନେ ବହୁତ ପ୍ରଭାବଶାଳୀ ହୋଇଥାଆନ୍ତି।

ପ୍ରେମ ମାମଲାରେ ଭାରି ଗମ୍ଭୀର

ଏମାନେ ପ୍ରେମକୁ ନେଇ ବହୁତ ଗମ୍ଭୀର। ନିଜ କଥାକୁ ଗୁରୁତ୍ୱ ଦିଅନ୍ତି।  ଏହି କାରଣରୁ ଏମାନଙ୍କ ବୈବାହିକ ଜୀବନରେ ତାଳମେଳ ରହେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe