ଆପଣଙ୍କ ରାଶିରୁ ଜାଣନ୍ତୁ ମା’ ଲକ୍ଷ୍ମୀଙ୍କ କୃପା ପାଇବେ କି ନାହିଁ

ଧନର ଦେବୀ ମା’ ଲକ୍ଷ୍ମୀ। ସହଜରେ କାହା ଉପରେ କୃପା କରି ନ ଥାନ୍ତି। ତାଙ୍କ କୃପା କାହା ଉପରେ ରହିବ କି ନାହିଁ ଏହା ଗ୍ରହ ନକ୍ଷତ୍ରଙ୍କ ଚଳନ ଉପରେ ନିର୍ଭର କରିଥାଏ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ମେଷ: ଏମାନଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପା ରହିଥାଏ। ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ବୃଷ: ଏହି ରାଶି ଉପରେ ମହାଲକ୍ଷ୍ମୀ ସବୁବେଳେ ଦୟା କରିଥାନ୍ତି। ଏହି ରାଶିର […]

laxmi-rashi

Rakesh Mallick
  • Published: Sunday, 07 May 2017
  • , Updated: 10 May 2017, 03:02 PM IST

ଧନର ଦେବୀ ମା’ ଲକ୍ଷ୍ମୀ। ସହଜରେ କାହା ଉପରେ କୃପା କରି ନ ଥାନ୍ତି। ତାଙ୍କ କୃପା କାହା ଉପରେ ରହିବ କି ନାହିଁ ଏହା ଗ୍ରହ ନକ୍ଷତ୍ରଙ୍କ ଚଳନ ଉପରେ ନିର୍ଭର କରିଥାଏ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ।

ମେଷ: ଏମାନଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପା ରହିଥାଏ। ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।

ବୃଷ: ଏହି ରାଶି ଉପରେ ମହାଲକ୍ଷ୍ମୀ ସବୁବେଳେ ଦୟା କରିଥାନ୍ତି। ଏହି ରାଶିର ବ୍ୟକ୍ତି ଅଧିକ ଧନ ଉପାର୍ଜନ କରନ୍ତି।

ମିଥୁନ: ଏମାନଙ୍କ ଉପରେ ସବୁବେଳେ ମହାଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି। ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।

କର୍କଟ: ଏହି  ରାଶିର ବ୍ୟକ୍ତି କେବେ ଅଭାବୀ ହୋଇ ନ ଥାନ୍ତି। ମା’ ଲକ୍ଷ୍ମୀଙ୍କ କୃପା ତାଙ୍କ ଉପରେ ରହିଥାଏ।

ମକର: ଏମାନେ ଅଧିକ ଧନ ଉପାର୍ଜନ କରନ୍ତି। ହେଲେ ଧନ ଏମାନଙ୍କ ପାଖରେ ରହି ନ ଥାଏ। ହାତଖୋଲା ଖର୍ଚ୍ଚ ସ୍ୱଭାବର ହୋଇଥାନ୍ତି ଏହି ରାଶିର ବ୍ୟକ୍ତି। ଯାହା ଉପାର୍ଜନ କରନ୍ତି, ସବୁ ଖର୍ଚ୍ଚ କରି ଦିଅନ୍ତି।

ତୁଳା: ଏମାନେ ବ୍ୟବସାୟରେ ଅଧିକ ଲାଭବାନ ହୋଇଥାନ୍ତି। ଟଙ୍କା ପଇସା ସବୁବେଳେ ତାଙ୍କ ପାଖରେ ରହିଥାଏ।

ସୌଜନ୍ୟ: ଖାସ୍‌ଖବର, ଫଟୋ: ଖାସ୍‌ଖବର

Related story