ନୂଆଦିଲ୍ଲୀ: ଓଠକୁ ନରମ ଓ ସୁନ୍ଦର ରଖିବା ପାଇଁ ଆମେ ଲିପ୍ ବାମ୍ ବ୍ୟବହାର କରିଥାଉ। କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆମେ ଲଗାଉଥିବା ଲିପ୍ ବାମ୍ ଆମ ଓଠ ଉପରେ ତାର ଖରାପ ପ୍ରଭାବ ପକାଇଥାଏ। ଲିପ୍ ବାମ୍ ଲଗାଇବା ଦ୍ୱାରା ଓଠର ସୁନ୍ଦରତା ଖରାପ ହେବାରେ ଲାଗିଥାଏ।
ଲିପ୍ ବାମରେ ଜିନ୍ କେମିକାଲ୍ ଫେଗ୍ନେସ୍ରେ ପ୍ରସ୍ତୁତ କରାଯାଉଥିବାରୁ ତାହା ଓଠକୁ ନଷ୍ଟ କରିଦେଇଥାଏ। ଯଦି ଲିପ୍ ବାମ୍ରେ ମୈଥଲ୍ ଯୁକ୍ତ, ତାହା ଓଠକୁ ଅଧିକ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।
ପ୍ରତିଦିନ ଲିପ୍ ବାମ୍ ଲଗାଉଥିବା ଲୋକଙ୍କ ଓଠ ଫାଟିବା ସମସ୍ୟା ଅଧିକ ଦେଖା ଦେଇଥାଏ।
ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଲିପ୍ ବାମ୍ରେ ସାଧାରଣତଃ ଏଡିକସନ୍ ପରି କକୌଣସି ତତ୍ତ୍ୱ ରହି ନ ଥାଏ। ଏହାକୁ ବାରମ୍ୱାର ଲଗାଇବା ଦ୍ୱାରା ଆମେ ଅଭ୍ୟାସରେ ପଡ଼ି ଯାଇଥାଉ।
କେତେକ କ୍ଷେତ୍ରରେ ଦେଖା ଦେଇଛି ଲିପ୍ ବାମ୍ ଲଗାଇବା ଦ୍ୱାରା ଏଲର୍ଜି ମଧ୍ୟ ହୋଇଥାଏ।
ସୌଜନ୍ୟ-ଆଜ୍ତକ୍
ଫଟୋ-ଆଜ୍ତକ୍
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...