ଭଗବାନ ଶିବଙ୍କୁ ସୋମବାରରେ ଆରଧନା କରିବାର ପରମ୍ପରା ବହୁତ ପୁରୁଣା। କାହିଁ କେଉଁ ପ୍ରାଚୀନ କାଳରୁ ଲୋକେ ସୋମବାର ଦିନ ଦେବ ଦେବ ମହାଦେବଙ୍କୁ ପୂଜା କରି ଆସୁଛନ୍ତି। ତେବେ ଏହି ଦିନରେ ଶିବଙ୍କୁ ପୂଜା କରିବାର କ’ଣ ବିଶେଷ ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା।
- କୁହାଯାଏ ଚନ୍ଦ୍ରଦେବ ସୋମବାର ଦିନ ଭଗବାନ ଶିବଙ୍କ ପୂଜା କରି ନିରୋଗ ହୋଇଥିଲେ। ସେଥିପାଇଁ ସୋବାର ଭଗବାନ ଶିବଙ୍କ ପୂଜା କରାଯାଏ। ଏହି ଦିନ ଶିବଙ୍କ ଆରାଧନା କଲେ ଚନ୍ଦ୍ରଦେବ ବି ପ୍ରସନ୍ନ ହୁଅନ୍ତି।
- ସୋମବାର ଭଗବାନ ଶିବଙ୍କ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
- ସୋମର ଏକ ଅର୍ଥ ସୌମ୍ୟ। ଶିବଙ୍କୁ ଶାନ୍ତ ଦେବତା ମଧ୍ୟ କୁହାଯାଏ। ତେଣୁ ସୋମବାର ତାଙ୍କର ଦିନ ବୋଲି କୁହାଯାଏ। ଭକ୍ତଙ୍କ ପାଇଁ ସହଜ ଓ ସରଳ ହୋଇଥିବାରୁ ଶିବଙ୍କ ଆଉ ଏକ ନାମ ହେଉଛି ଭୋଳାନାଥ।
- କିଛି ଲୋକ ଏମିତି ବି କହନ୍ତି ସୋମରେ ଓଁ ଅଛି। ଏହାକୁ ଭୋଳାନାଥଙ୍କ ଓଁର ସ୍ୱରୂପ ବୋଲି ମନେ କରାଯାଏ। ତେଣୁ ଏହି ଦିନ ଶିବଙ୍କ ପୂଜା କଲେ ବିଶେଷ ଲାଭ ମିଳେ ବୋଲି କୁହାଯାଏ।
- ରିପୋର୍ଟ ଓ ଫଟୋ-ଆଜତକ୍
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...