Advertisment

ପାଦ ତଳେ ଲୁଚି ରହିଛି ଭାଗ୍ୟ, ଆପଣ ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ପଢ଼ନ୍ତୁ...

ଅନେକ ଥର କେହି ନୂଆ ଅତିଥି ଘରକୁ ପ୍ରବେଶ କରିବା ମାତ୍ରେ ହିଁ ସମସ୍ୟା ଆରମ୍ଭ ହୋଇଯାଏ। ଘରେ ଅଶାନ୍ତି ଦେଖାଯାଏ। ଏମିତି ସ୍ଥଳେ କୁହାଯାଏ ଉକ୍ତ ଅତିଥି ଅଶୁଭ। ଅନ୍ୟପକ୍ଷରେ ଅନେକ ସମୟରେ ଘରେ କୌଣସି ଅତିଥିଙ୍କ ପାଦ ପଡ଼ିଲେ ଭାଗ୍ୟ ଫିଟିଯାଏ। ଅମାପ ଖୁସି ଘରେ ଭରି ଯାଏ। କ’ଣ ଆପଣ ଜାଣିଛନ୍ତି ପାଦ ଓ ଭାଗ୍ୟ ମଧ୍ୟରେ ସଂପର୍କ ଅଛି? ହସ୍ତରେଖା ଭଳି ପାଦ ବି ମନୁଷ୍ୟ ଭାଗ୍ୟକୁ ପ୍ରଭାବିତ କରେ। ଜାଣନ୍ତୁ […]

ପାଦ ତଳେ ଲୁଚି ରହିଛି ଭାଗ୍ୟ, ଆପଣ ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ପଢ଼ନ୍ତୁ...

foot

Advertisment

ଅନେକ ଥର କେହି ନୂଆ ଅତିଥି ଘରକୁ ପ୍ରବେଶ କରିବା ମାତ୍ରେ ହିଁ ସମସ୍ୟା ଆରମ୍ଭ ହୋଇଯାଏ। ଘରେ ଅଶାନ୍ତି ଦେଖାଯାଏ। ଏମିତି ସ୍ଥଳେ କୁହାଯାଏ ଉକ୍ତ ଅତିଥି ଅଶୁଭ। ଅନ୍ୟପକ୍ଷରେ ଅନେକ ସମୟରେ ଘରେ କୌଣସି ଅତିଥିଙ୍କ ପାଦ ପଡ଼ିଲେ ଭାଗ୍ୟ ଫିଟିଯାଏ। ଅମାପ ଖୁସି ଘରେ ଭରି ଯାଏ। କ’ଣ ଆପଣ ଜାଣିଛନ୍ତି ପାଦ ଓ ଭାଗ୍ୟ ମଧ୍ୟରେ ସଂପର୍କ ଅଛି? ହସ୍ତରେଖା ଭଳି ପାଦ ବି ମନୁଷ୍ୟ ଭାଗ୍ୟକୁ ପ୍ରଭାବିତ କରେ। ଜାଣନ୍ତୁ ପାଦ କେମିତି ଭାଗ୍ୟକୁ ପ୍ରଭାବିତ କରେ...

Advertisment

୧-ଯେଉଁମାନଙ୍କ ପାଦ ସମତଳ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ସେମାନେ ଭାରି ଆତ୍ମବିଶ୍ୱାସୀ ହୋଇଥାଆନ୍ତି। ଏହି କାରଣରୁ ସେମାନେ ବଡ଼ ବଡ଼ ସ୍ୱପ୍ନ ପୂରଣ କରିବାରେ ସଫଳ ହୁଅନ୍ତି।

୨-ଯେଉଁମାନଙ୍କ ପାଦ ଚିକ୍କଣ ହୋଇଥାଏ ସେମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି।

Advertisment

୩-ଯେଉଁମାନଙ୍କର ତଳିପାଦରେ ଗୋଇଠି ଠାରୁ ଆରମ୍ଭ କରି ଆଙ୍ଗୁଠି ପର୍ଯ୍ୟନ୍ତ ଏକ ରେଖା ଯାଇଥାଏ ସେମାନଙ୍କ ଭାଗ୍ୟରେ ଜନ୍ମରୁ ଧନ ଥାଏ। ସେମାନଙ୍କ ପାଖରେ ଧନ ରହେ, କିନ୍ତୁ କେବେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ।

୪-ଯେଉଁମାନଙ୍କ ତଳିପାଦ ଧଳା ଦେଖାଯାଏ ସେମାନେ ବହୁତ ଲୋଭୀ। ସେମାନେ ଅପରାଧ ପ୍ରବୃତ୍ତିର ହୋଇଥାଆନ୍ତି। ସେମାନଙ୍କ ଜୀବନ ଶାନ୍ତିରେ କଟେ ନାହିଁ। ଜୀବନସାରା ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼େ।

୫-ଯେଉଁମାନଙ୍କ ପାଦତଳ ସାବନା ରଙ୍ଗର ହୋଇଥାଏ ସେମାନେ ଖୁସିରେ ଜୀବନ  ଅତିବାହିତ କରନ୍ତି।

୬-ଯେଉଁ ଲୋକଙ୍କ ପାଦ ତଳ କଳା ଥାଏ ସେମାନଙ୍କର ସବୁବେଳେ ଅର୍ଥ ଅଭାବ ଲାଗି ରହିଥାଏ। ସେମାନେ କିଛି ନା କଛି ରୋଗରେ ପଡ଼ନ୍ତି।

୭-ଯେଉଁ ଲୋକଙ୍କ ପାଦ ତଳ ଦେଖିବାକୁ ହଳଦିଆ ଓ ଶିରାଗୁଡ଼ିକ ବାହାରକୁ ଦେଖାଯାଏ ସେମାନେ ଭାବି ଚିନ୍ତି ଅର୍ଥ ଖର୍ଚ୍ଚ କରିବା ଦରକାର। କାରଣ ସେମାନଙ୍କ ଜୀବନରେ ଧନର ଅଭାବ ଲାଗି ରହେ।

ରିପୋର୍ଟ ଓ ଫଟୋ- ଅମର ଉଜାଲା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe