Advertisment

ଲକି ମୋବାଇଲ୍‌ ନମ୍ବର ବଦଳାଇ ଦେବ ଆପଣଙ୍କ ଭାଗ୍ୟ: ରାଶି ଦେଖି ନମ୍ବର ନିଅନ୍ତୁ

ସମସ୍ତଙ୍କର ଗୋଟିଏ ଲକି ନମ୍ବର ଥାଏ।  ବିଶ୍ୱାସ ରହିଛି ,ଏହି ନମ୍ବର ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ସବୁ କାମରେ ସଫଳ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ନମ୍ବରକୁ ମଧ୍ୟ ଗୁରୁତ୍ୱ ଦିଆଯାଏ।  ଜାଣିଛନ୍ତି କି, ସେହିପରି ମୋବାଇଲରେ ମଧ୍ୟ ଲକି ନମ୍ବର ଅଛି। ଯାହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଇଥାଏ। ଯଦି ଜଣେ ବ୍ୟକ୍ତି ନିଜ ରାଶି ଅନୁସାରେ ମୋବାଇଲର ଲକି ନମ୍ବର ବ୍ୟବହାର କରିବେ, ତା’ ତାଙ୍କ ପାଇଁ ଲାଭଦାୟକ ହେବ। ଆସନ୍ତୁ ଜାଣିବା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଲକି ମୋବାଇଲ୍‌ ନମ୍ବର ବଦଳାଇ ଦେବ ଆପଣଙ୍କ ଭାଗ୍ୟ: ରାଶି ଦେଖି ନମ୍ବର ନିଅନ୍ତୁ

Barsha-Priyadarshinimm

ସମସ୍ତଙ୍କର ଗୋଟିଏ ଲକି ନମ୍ବର ଥାଏ।  ବିଶ୍ୱାସ ରହିଛି ,ଏହି ନମ୍ବର ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ସବୁ କାମରେ ସଫଳ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ନମ୍ବରକୁ ମଧ୍ୟ ଗୁରୁତ୍ୱ ଦିଆଯାଏ।  ଜାଣିଛନ୍ତି କି, ସେହିପରି ମୋବାଇଲରେ ମଧ୍ୟ ଲକି ନମ୍ବର ଅଛି। ଯାହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଇଥାଏ। ଯଦି ଜଣେ ବ୍ୟକ୍ତି ନିଜ ରାଶି ଅନୁସାରେ ମୋବାଇଲର ଲକି ନମ୍ବର ବ୍ୟବହାର କରିବେ, ତା’ ତାଙ୍କ ପାଇଁ ଲାଭଦାୟକ ହେବ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି  କେଉଁ  ନମ୍ବର ବ୍ୟବହାର କରିବା ଦରକାର।

Advertisment

ମେଷ

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଲକି ମୋବାଇଲ ନମ୍ବର ହେଉଛି ୪ ଓ ୭। ଏହି ରାଶି ପାଇଁ ଏହି ନମ୍ବର ଲାଭଦାୟକ ହୋଇଥାଏ।

ବୃଷ

ମୋବାଇଲ ଲକି ନମ୍ବର ୫ ଓ ୮ । ଏହାକୁ ବ୍ୟବହାର କଲେ ଆପଣଙ୍କ  ଭାଗ୍ୟ ପରିବର୍ତ୍ତନ ହୋଇପାରେ।

Advertisment

ମିଥୁନ

ଏହି  ରାଶିର ବ୍ୟକ୍ତି ୬ ଓ ୯ ଲକି ନମ୍ବର ବ୍ୟବହାର କରନ୍ତୁ । ଆପଣଙ୍କୁ  ଶୁଭଫଳ ମିଳିବ

କର୍କଟ

ଏହି ରାଶି ବ୍ୟକ୍ତିଙ୍କ ପାଇଁ  ଲକି ମୋବାଇଲ ନମ୍ବର  ୮ ଓ ୯ ।  ବ୍ୟବହାର କରନ୍ତୁ ଶୁଭଫଳ  ପାଇବେ।

ସିଂହ

ମୋବାଇଲ  ନମ୍ବର ହେଉଛି ୨ ଓ ୪ ।  ଏହି ନମ୍ବର ବ୍ୟବହାର କଲେ ସବୁ କାର୍ଯ୍ୟରେ ସୁଫଳ ମିଳିଥାଏ।

କନ୍ୟା

୫ ଓ ୮ ନମ୍ବର  ବ୍ୟବହାର କରନ୍ତୁ।  କର୍ମକ୍ଷେତ୍ରରେ ସୁଫଳ ମିଳିବ।

ତୁଳା

ତୁଳା ରାଶିର ବ୍ୟକ୍ତିଙ୍କ ଲକି ମୋବାଇଲ ନମ୍ବର ୧ ଓ ୭ ।  ଯାହା ଏହି ରାଶି  ପାଇଁ ଶୁଭ ହୋଇଥାଏ।

ଧନୁ

ଧନୁ ରାଶି ପାଇଁ ଲକି ନମ୍ବର ହେଉଛି  ୯ ଓ ୮। ଏହି ନମ୍ବର  ବ୍ୟବହାର କଲେ ସବୁକ୍ଷେତ୍ରରେ ଶୁଭଫଳ ମିଳିଥାଏ।