ବାପା ଏକ ନମ୍ବରୀ ତ, ବେଟା ୧୦ ନମ୍ବରୀ: ଷ୍ଟାଇଲିଷ୍ଟ ବାପାଙ୍କ ଷ୍ଟାଇଲିଷ୍ଟ ଝିଅ

ନୂଆଦିଲ୍ଲୀ: ବାପା ଏକ ନମ୍ବରୀ ତ, ବେଟା ୧୦ ନମ୍ବରୀ ଉକ୍ତିରେ ଏବେ ମିଷ୍ଟର କୁଲ୍‌ଙ୍କ ଝିଅ। ଆପଣ ବୁଝି ପାରୁଥିବେ ଆମେ କାହା କଥା କହୁଛୁ। ଆଜ୍ଞା ହଁ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ। ହେୟାର ଷ୍ଟାଇଲ୍‌କୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ଧୋନୀଙ୍କୁ ଏବେ ଟକ୍କର ଦେବେ ତାଙ୍କ ଝିଅ ଜ୍ୱିଭା। ଜ୍ୱିଭା କରିଥିବା ନୂଆ ହେୟାର ଷ୍ଟାଇଲ୍‌ରେ ବେଶ୍ ସୁନ୍ଦର ଦେଖାଯାଉଛି। ଜ୍ୱିଭାର ହେୟାର […]

ziva

ziva

Rakesh Mallick
  • Published: Monday, 08 May 2017
  • Updated: 08 May 2017, 03:00 PM IST

Sports

Latest News

ନୂଆଦିଲ୍ଲୀ: ବାପା ଏକ ନମ୍ବରୀ ତ, ବେଟା ୧୦ ନମ୍ବରୀ ଉକ୍ତିରେ ଏବେ ମିଷ୍ଟର କୁଲ୍‌ଙ୍କ ଝିଅ। ଆପଣ ବୁଝି ପାରୁଥିବେ ଆମେ କାହା କଥା କହୁଛୁ। ଆଜ୍ଞା ହଁ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ। ହେୟାର ଷ୍ଟାଇଲ୍‌କୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ଧୋନୀଙ୍କୁ ଏବେ ଟକ୍କର ଦେବେ ତାଙ୍କ ଝିଅ ଜ୍ୱିଭା।

ଜ୍ୱିଭା କରିଥିବା ନୂଆ ହେୟାର ଷ୍ଟାଇଲ୍‌ରେ ବେଶ୍ ସୁନ୍ଦର ଦେଖାଯାଉଛି। ଜ୍ୱିଭାର ହେୟାର କଟ୍ ସମୟର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ହେୟାର କଟ୍ ସମୟରେ ଜ୍ୱିଭାର ଭିଡିଓ ସାକ୍ଷୀ ଧୋନୀ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି।

ସବୁବେଳେ ସୋସିଆଲ୍‌ ମିଡିଆରେ ଆକ୍ଟଟିଭ୍‌ ଥିବା ସାକ୍ଷୀ ନିକଟରେ ମାହି ଓ ଜ୍ୱିଭା ଏକା ସଙ୍ଗେ ଖେଳୁଥିବାର ଭିଡିଓ ସେୟାର କରିଥିଲେ। ଗୋଲାପି ଡ୍ରେସ୍‌ରେ ଜ୍ୱିଭା ପ୍ରିନ୍ସସେ ଭଳି ଦେଖା ଯାଉଥିବା ବେଳେ ଧୋନୀ ବ୍ଲ୍ୟୁ-ଜିନ୍ସରେ ହ୍ୟାଣ୍ଡସମ୍‌ ଦେଖାଯାଉଥିଲେ।

ସୌଜନ୍ୟ-ଅମର୍‌ ଉଜାଲା

ଫଟୋ-ଅମର୍‌ ଊଜାଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story