Advertisment

ବଦଳୁଛି ସମୟ: ନିଜଠାରୁ ଅଧିକ ବୟସର ଝିଅଙ୍କୁ ପସନ୍ଦ କରୁଛନ୍ତି ପୁରୁଷ

କଥାରେ ଅଛି ପ୍ରେମ ଜାତି, ଧର୍ମ, ବର୍ଣ୍ଣ ରୂପ, ରଙ୍ଗ ଓ ବୟସ ମାନି ନ ଥାଏ। କେତେବେଳେ କେମିତି କାହାକୁ କିଏ ହୃଦୟ ଦେଇ ବସେ ତାହା ଜାଣିବା ମୁସ୍କିଲ। ତେବେ ପ୍ରେମ ବିବାହ କରୁଥିବା ଯୁବଗୋଷ୍ଠୀଙ୍କ ମଧ୍ୟରେ କିଛିଟା ପରିବର୍ତ୍ତନ ଘଟିବାରେ ଲାଗିଛି। ନିଜଠାରୁ ବୟସରେ ସାନ ଝିଅଙ୍କ ଅପେକ୍ଷା ବଡ଼ ଝିଅଙ୍କୁ ପ୍ରେମ ବିବାହ କରିବାକୁ ଏବେ ଯୁବକମାନେ ଅଧିକ ପସନ୍ଦ କରୁଛନ୍ତି। ବିଶେଷ କରି ସେକ୍ସକୁ ନେଇ ଆଜିର ଯୁବଗୋଷ୍ଠୀ ଅଧିକ […]

ବଦଳୁଛି ସମୟ: ନିଜଠାରୁ ଅଧିକ ବୟସର ଝିଅଙ୍କୁ ପସନ୍ଦ କରୁଛନ୍ତି ପୁରୁଷ

teen boy

Advertisment

କଥାରେ ଅଛି ପ୍ରେମ ଜାତି, ଧର୍ମ, ବର୍ଣ୍ଣ ରୂପ, ରଙ୍ଗ ଓ ବୟସ ମାନି ନ ଥାଏ। କେତେବେଳେ କେମିତି କାହାକୁ କିଏ ହୃଦୟ ଦେଇ ବସେ ତାହା ଜାଣିବା ମୁସ୍କିଲ। ତେବେ ପ୍ରେମ ବିବାହ କରୁଥିବା ଯୁବଗୋଷ୍ଠୀଙ୍କ ମଧ୍ୟରେ କିଛିଟା ପରିବର୍ତ୍ତନ ଘଟିବାରେ ଲାଗିଛି। ନିଜଠାରୁ ବୟସରେ ସାନ ଝିଅଙ୍କ ଅପେକ୍ଷା ବଡ଼ ଝିଅଙ୍କୁ ପ୍ରେମ ବିବାହ କରିବାକୁ ଏବେ ଯୁବକମାନେ ଅଧିକ ପସନ୍ଦ କରୁଛନ୍ତି।

Advertisment

ବିଶେଷ କରି ସେକ୍ସକୁ ନେଇ ଆଜିର ଯୁବଗୋଷ୍ଠୀ ଅଧିକ ଚିନ୍ତା କରୁଛନ୍ତି। ସେମାନଙ୍କ ଧାରଣା ରହିଛି ନିଜଠାରୁ କମ ବୟସର ଝିଅଙ୍କ ଅପେକ୍ଷା ଅଧିକ ବୟସର ଝିଅଙ୍କ ସହ ସେମାନଙ୍କ ସମ୍ପର୍କ ଅଧିକ ନିବିଡ ହେବ। ନିଜଠାରୁ ବୟସରେ ବଡ଼ ଝିଅଙ୍କ ସହ ସେକ୍ସରେ ସେମାନଙ୍କୁ ଅଧିକ ସନ୍ତୁଷ୍ଠି ମିଳିଥାଏ। ଫଳରେ ସେମାନଙ୍କ ପାରିବାରିକ ଜୀବନ ସୁଖମୟ ହୋଇଥାଏ।

ସେହିପରି ଅଧିକ ବୟସର ଝିଅକୁ ଜୀବନ ସାଥୀ ଭାବେ ପାଇଲେ ଘର ଚଳାଇବାରେ ସୁବିଧା ହୋଇଥାଏ। ଝିଅ ବୟସରେ ବଡ଼ ଓ ଅନୁଭବି ହୋଇଥିଲେ ସବୁ ବେଳେ ସ୍ୱାମୀଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲିଥାନ୍ତି। ଏହାଦ୍ୱାରା ସେମାନେ ସମସ୍ୟାର ସଠିକ ମୁକାବିଲା କରିପାରନ୍ତି।

Advertisment

ଅଧିକ ବୟସର ମହିଳା ଅତ୍ମବିଶ୍ୱାସୀ ହୋଇଥାନ୍ତି। କୌଣସି ପ୍ରତିକୂଳ ପରିସ୍ଥିତିରେ ପଡିଲେ ନିଜେ କିଛଇ ନିଷ୍ପତ୍ତି ନେବାକୁ ସକ୍ଷମ ହୋଇଥାନ୍ତି। ଏହାସହ ପରିବାର ପ୍ରତି ସେ ଅଧିକ ଯତ୍ନବାନ ହୋଇଥାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe