ଭୁବନେଶ୍ୱର: ସିଜରିଆନ୍ ଶିଶୁ ଓ ମେଦବହୁଳତା ମଧ୍ୟରେ ଗଭୀର ସମ୍ପର୍କ ଥିବା ଜଣାପଡ଼ିଛି। ସାଧାରଣ ପ୍ରକ୍ରିୟାରେ ଜନ୍ମ ହୋଇଥିବା ଶିଶୁଙ୍କ ତୁଳନାରେ ସିଜରିଆନ୍ ଶିଶୁ ମେଦବହୁଳତାତାର ଶିକାର ହେବାର ଅଧିକ ଆଶଙ୍କା ରହିଥିବା ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।
ଗବେଷକଙ୍କ କହିବାନୁସାରେ,“ ଅନେକ ଥର ଦେଖିବାକୁ ମିଳିଛି ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ସର୍ଜରୀ କରିବାର ଆବଶ୍ୟକତା ଅଧିକ ରହିଥାଏ। ଏପରି ସ୍ଥିତିରେ ଜନ୍ମ ହେଉଥିବା ଶିଶୁ ଭବିଷ୍ୟତରେ ମେଦବହୁଳାତାର ଶିକାର ହେବାର ଆଶଙ୍କା ୧୫ ପ୍ରତିଶତ ଅଧିକ ରହିଥାଏ।”
ହାୱାର୍ଡ ଟିଏଚ୍ ଚାନ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍ର ଆସୋସିଏଟ୍ ପ୍ରଫେସର ଜର୍ଜ ଚାବରୋ କହିଛନ୍ତି,“ ଗବେଷଣାରୁ ସର୍ଜରୀ ଦ୍ୱରା ଜନ୍ମ ଓ ଛୋଟ ବେଳର ମୋଟାପଣ ମଧ୍ୟରେ ଗଭୀର ସମ୍ପର୍କ ଥିବା ପ୍ରମାଣ ମିଳିଛି।”
ପ୍ରାୟ ୨୦ ହଜାର ବୟସ୍କକଙ୍କୁ ନେଇ ଏହି ଗବେଷଣା କରିବା ପରେ ଏହି ନିଷ୍କର୍ଷ ବହାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...