Advertisment

ମେଦବହୁଳତାର ଶିକାର ହୋଇପାରନ୍ତି ସିଜରିଆନ୍‌ ଶିଶୁ

ଭୁବନେଶ୍ୱର: ସିଜରିଆନ୍‌ ଶିଶୁ ଓ ମେଦବହୁଳତା ମଧ୍ୟରେ ଗଭୀର ସମ୍ପର୍କ ଥିବା ଜଣାପଡ଼ିଛି। ସାଧାରଣ ପ୍ରକ୍ରିୟାରେ  ଜନ୍ମ  ହୋଇଥିବା ଶିଶୁଙ୍କ ତୁଳନାରେ  ସିଜରିଆନ୍‌ ଶିଶୁ ମେଦବହୁଳତାତାର ଶିକାର ହେବାର ଅଧିକ ଆଶଙ୍କା ରହିଥିବା ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଗବେଷକଙ୍କ କହିବାନୁସାରେ,“ ଅନେକ ଥର ଦେଖିବାକୁ ମିଳିଛି ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ସର୍ଜରୀ କରିବାର ଆବଶ୍ୟକତା ଅଧିକ ରହିଥାଏ। ଏପରି ସ୍ଥିତିରେ ଜନ୍ମ ହେଉଥିବା ଶିଶୁ  ଭବିଷ୍ୟତରେ  ମେଦବହୁଳାତାର ଶିକାର ହେବାର ଆଶଙ୍କା ୧୫ […]

ଅଦ୍ୟତନ ହୋଇଛି
ମେଦବହୁଳତାର ଶିକାର ହୋଇପାରନ୍ତି ସିଜରିଆନ୍‌ ଶିଶୁ

child

Advertisment

ଭୁବନେଶ୍ୱର: ସିଜରିଆନ୍‌ ଶିଶୁ ଓ ମେଦବହୁଳତା ମଧ୍ୟରେ ଗଭୀର ସମ୍ପର୍କ ଥିବା ଜଣାପଡ଼ିଛି। ସାଧାରଣ ପ୍ରକ୍ରିୟାରେ  ଜନ୍ମ  ହୋଇଥିବା ଶିଶୁଙ୍କ ତୁଳନାରେ  ସିଜରିଆନ୍‌ ଶିଶୁ ମେଦବହୁଳତାତାର ଶିକାର ହେବାର ଅଧିକ ଆଶଙ୍କା ରହିଥିବା ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

Advertisment

ଗବେଷକଙ୍କ କହିବାନୁସାରେ,“ ଅନେକ ଥର ଦେଖିବାକୁ ମିଳିଛି ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ସର୍ଜରୀ କରିବାର ଆବଶ୍ୟକତା ଅଧିକ ରହିଥାଏ। ଏପରି ସ୍ଥିତିରେ ଜନ୍ମ ହେଉଥିବା ଶିଶୁ  ଭବିଷ୍ୟତରେ  ମେଦବହୁଳାତାର ଶିକାର ହେବାର ଆଶଙ୍କା ୧୫ ପ୍ରତିଶତ ଅଧିକ ରହିଥାଏ।”

ହାୱାର୍ଡ ଟିଏଚ୍‌ ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲଥ୍‌ର ଆସୋସିଏଟ୍‌ ପ୍ରଫେସର ଜର୍ଜ ଚାବରୋ କହିଛନ୍ତି,“ ଗବେଷଣାରୁ ସର୍ଜରୀ ଦ୍ୱରା ଜନ୍ମ ଓ ଛୋଟ ବେଳର ମୋଟାପଣ ମଧ୍ୟରେ ଗଭୀର ସମ୍ପର୍କ ଥିବା ପ୍ରମାଣ ମିଳିଛି।”

Advertisment

 ପ୍ରାୟ ୨୦ ହଜାର ବୟସ୍କକଙ୍କୁ ନେଇ ଏହି ଗବେଷଣା କରିବା ପରେ ଏହି ନିଷ୍କର୍ଷ ବହାରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe