ଶରୀର ପାଇଁ ଲାଭଦାୟକ ଗାଈ କ୍ଷୀର

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଗାଈକୁ ଆମେ ଗୋ’ମାତା ଭାବେ ପୂଜା କରିଥାଉ। କିନ୍ତୁ ଗାଈର ମହତ୍ୱ କେବଳ ଆମ ଧର୍ମରେ ନୁହେଁ, ଶରୀର ପାଇଁ ମଧ୍ୟ ରହିଛି। ଗାଈ କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ।  ଗାଈ କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ଛୋଟ ପିଲାଙ୍କୁ ଝାଡ଼ା ହେଉଥିଲେ ଗରମ କ୍ଷୀରରେ ଅଳ୍ପ ଡାଲଚିନି ମିଶାଇ ପିଇବାକୁ ଦେବା ଦ୍ୱାରା ଆରାମ […]

milk

milk

Rakesh Mallick
  • Published: Thursday, 14 July 2016
  • Updated: 27 April 2017, 05:12 PM IST

Sports

Latest News

milkଭୁବନେଶ୍ୱର: ହିନ୍ଦୁ ଧର୍ମରେ ଗାଈକୁ ଆମେ ଗୋ’ମାତା ଭାବେ ପୂଜା କରିଥାଉ। କିନ୍ତୁ ଗାଈର ମହତ୍ୱ କେବଳ ଆମ ଧର୍ମରେ ନୁହେଁ, ଶରୀର ପାଇଁ ମଧ୍ୟ ରହିଛି। ଗାଈ କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ।  ଗାଈ କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ଛୋଟ ପିଲାଙ୍କୁ ଝାଡ଼ା ହେଉଥିଲେ ଗରମ କ୍ଷୀରରେ ଅଳ୍ପ ଡାଲଚିନି ମିଶାଇ ପିଇବାକୁ ଦେବା ଦ୍ୱାରା ଆରାମ ଲାଗିଥାଏ।

ଅଧ କପାଳ ମୁଣ୍ଡ ବିନ୍ଧା ହେଉଥିଲେ କ୍ଷୀରରେ ବାଦାମ ମିଶାଇ ପିଇବା ଦ୍ୱାରା  ଆରାମ ଲାଗିଥାଏ।  ଏହି ମିଶ୍ରିତ କ୍ଷୀର ପିଇବାର ୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇବା ଅନୁଚିତ। ଗ୍ୟାସ୍ ସମସ୍ୟା ଦେଖାଯାଉଥିଲେ ୨୫୦ ଗ୍ରାମ୍‌ ଗାଈ କ୍ଷୀର, ୨୫ ଗ୍ରାମ୍ ପାଣି ଓ ୫ଟି ଗୋଲମରିଚ ମିଶାଇ ଗରମ କରନ୍ତୁ। ଏଥିରୁ ପାଣି ଅଂଶ ମରିଗଲା ପରେ ମିଶ୍ରି ପକାଇ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିଥାଏ। କ୍ଷୀର ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ। କ୍ଷୀରରେ କ୍ୟାଲସିୟମ୍ ପ୍ରଚୁର ମାତ୍ରାରେ ରହିଛି। ତେଣୁ କ୍ୟାଲସିୟମ କମ୍ ଥିବା ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଉଚିତ।

ଓଠରୁ କଳାଦାଗ ହଟାଇବାକୁ ଚାହୁଁଥିଲେ ଏକ ଚାମଚ କଞ୍ଚା କ୍ଷୀରରେ କେସର ମିଶାଇ ମାଲିସ୍‌ କରିବା ଦ୍ୱାରା କଳାଦାଗ ଦୂରେଇ ଯାଇଥାଏ। ରାତିରେ ଶୋଇବା ପୂର୍ବରୁ  ଗାଈ କ୍ଷୀର ଚେହେରାରେ ଲଗାଇବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ଦେଖାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story