Advertisment

ପିଲାଙ୍କ ପାଇଁ ନୂଆ ଆପ୍ ‘ଫ୍ୟାମିଲି ଲିଙ୍କ୍’

ନୂଆଦିଲ୍ଲୀ:ପିଲାଙ୍କ ପାଇଁ ଗୁଗୁଲ୍ ଆଣିବ ସ୍ୱତନ୍ତ୍ର ଉପହାର। ‘ଫ୍ୟାମିଲି ଲିଙ୍କ’ ନାମରେ ଏକ ଆପକୁ ଡେଭଲପ୍ କରିଛି ଗୁଗୁଲ୍। ଯେଉଁ ଆପ ମାଧ୍ୟମରେ ପିଲାମାନଙ୍କ ଗୁଗୁଲ ଆକାଉଣ୍ଟ ଖୋଲାଯାଇପାରିବ। ଏଥିରେ ଗେମ୍ ପାଖରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ରହିବ। ଯାହାକୁ ଜାଣିବା ପାଇଁ ଛୋଟ ଛୋଟ ପିଲାଙ୍କ ବେଶୀ ଆଗ୍ରହ ରହିଥାଏ।  ହେଲେ ବର୍ତ୍ତମାନ ସୁଦ୍ଧା ଏହି ଆପଟି ବଜାରକୁ ଆସି ନାହିଁ।  ଏଥିପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କମ୍ପାନୀ ପକ୍ଷରୁ […]

ଅଦ୍ୟତନ ହୋଇଛି
ପିଲାଙ୍କ ପାଇଁ ନୂଆ ଆପ୍ ‘ଫ୍ୟାମିଲି ଲିଙ୍କ୍’

Mobile

Advertisment

ନୂଆଦିଲ୍ଲୀ:ପିଲାଙ୍କ ପାଇଁ ଗୁଗୁଲ୍ ଆଣିବ ସ୍ୱତନ୍ତ୍ର ଉପହାର। ‘ଫ୍ୟାମିଲି ଲିଙ୍କ’ ନାମରେ ଏକ ଆପକୁ ଡେଭଲପ୍ କରିଛି ଗୁଗୁଲ୍। ଯେଉଁ ଆପ ମାଧ୍ୟମରେ ପିଲାମାନଙ୍କ ଗୁଗୁଲ ଆକାଉଣ୍ଟ ଖୋଲାଯାଇପାରିବ। ଏଥିରେ ଗେମ୍ ପାଖରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ରହିବ। ଯାହାକୁ ଜାଣିବା ପାଇଁ ଛୋଟ ଛୋଟ ପିଲାଙ୍କ ବେଶୀ ଆଗ୍ରହ ରହିଥାଏ।  ହେଲେ ବର୍ତ୍ତମାନ ସୁଦ୍ଧା ଏହି ଆପଟି ବଜାରକୁ ଆସି ନାହିଁ।  ଏଥିପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe