Advertisment

ରକ୍ତ ଚରିତ୍ର ନୁହେଁ ରକ୍ତ ସୁନ୍ଦରୀ: ଦାମୀ ମଡେଲଙ୍କ ବିୟୁଟି ଫର୍ମୁଲା

ନିଜର ସୌନ୍ଦର୍ଯ଼୍ୟ ବୃଦ୍ଧି କରିବା ପାଇଁ ସୁନ୍ଦରୀମାନେ ଅନେକ କିସମର ଉପାୟ ଆପଣେଇଥାନ୍ତି।  କିଛି ଲୋକ ଏପରି ଅଛନ୍ତି ଯ଼େଉଁମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ କିଣିଥାନ୍ତି। ଏପରିକି ସୁନ୍ଦରୀ ଦିଶିବାକୁ ପ୍ଲାଷ୍ଟିକ୍ ସର୍ଜରୀ କରିଥାନ୍ତି।  କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯ଼େଉଁମାନେ ନିଜର ସୌନ୍ଦର୍ଯ଼୍ୟ ବୃଦ୍ଧି କରିବା ପାଇଁ ଏପରି କିଛି ବାଟ ଆପଣେଇ ଥାଆନ୍ତି,  ଯ଼ାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୌନ୍ଦର୍ଯ଼୍ୟ ବୃଦ୍ଧି କରିବାପାଇଁ […]

author-image
Rakesh Mallick
ରକ୍ତ ଚରିତ୍ର ନୁହେଁ ରକ୍ତ ସୁନ୍ଦରୀ: ଦାମୀ ମଡେଲଙ୍କ ବିୟୁଟି ଫର୍ମୁଲା

haily baldwin

ନିଜର ସୌନ୍ଦର୍ଯ଼୍ୟ ବୃଦ୍ଧି କରିବା ପାଇଁ ସୁନ୍ଦରୀମାନେ ଅନେକ କିସମର ଉପାୟ ଆପଣେଇଥାନ୍ତି।  କିଛି ଲୋକ ଏପରି ଅଛନ୍ତି ଯ଼େଉଁମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ କିଣିଥାନ୍ତି। ଏପରିକି ସୁନ୍ଦରୀ ଦିଶିବାକୁ ପ୍ଲାଷ୍ଟିକ୍ ସର୍ଜରୀ କରିଥାନ୍ତି।  କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯ଼େଉଁମାନେ ନିଜର ସୌନ୍ଦର୍ଯ଼୍ୟ ବୃଦ୍ଧି କରିବା ପାଇଁ ଏପରି କିଛି ବାଟ ଆପଣେଇ ଥାଆନ୍ତି,  ଯ଼ାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୌନ୍ଦର୍ଯ଼୍ୟ ବୃଦ୍ଧି କରିବାପାଇଁ ନିଜ ରକ୍ତକୁ ବ୍ୟବହାର କରିବା କେବେ ଶୁଣିଛନ୍ତି କି ?

Advertisment

hailey-baldwinଏପରି ଏକ ଘଟଣାଦେଖିବାକୁ ମିଳିଛି ଆମେରିକାରେ। ହେଲି ବାଲ୍ଡୱିନ୍ ନାମକ ଜଣେ ଆମେରିକୀୟ ମଡେଲ୍ ନିଜ ରକ୍ତରେ ତିଆରି ଫେସ୍ କ୍ରିମ ବ୍ୟବହାର କରନ୍ତି। ତାଙ୍କ କହିବା ଅନୁଯ଼ାୟୀ ସେ ଜଣେ 20ବର୍ଷୀୟ ବିୟୁଟି ଏକ୍ସପର୍ଟ ସହ ଦେଖା କରିଥିଲେ ସେ ତାଙ୍କ ବାହୁରୁ ରକ୍ତ ନେଇ ଏକ ମେସିନ ସାହାଯ୍ୟରେ ଏଥିରୁ ରକ୍ତ କୋଷିକା ଗୁଡିକ ଅଲଗା କରି ଏକ କ୍ରିମ ପ୍ରସ୍ତୁତ କରିଥିଲେ। ସେହି କ୍ରିମକୁ ସେ କେବଳ  ତାଙ୍କୁ ହିଁ ଦେଇଥିଲେ। ତେବେ ଏହି କ୍ରିମ୍ ଟି  ଅଦ୍ଭୁତ ହେଲେ ମଧ୍ୟ ଅନେକ ଭଲ ଓ ଲାଭଦାୟୀ ବୋଲି ବାଲ୍ଡୱିନ୍ କହିଛନ୍ତି।