ଭୁବନେଶ୍ୱର: ନିକଟରେ ମେଦବହୁଳ ଲୋକଙ୍କୁ ଭିଟାମିନ୍ ‘ଇ’ର ଆବଶ୍ୟତା ନେଇ ନୂତନ ତଥ୍ୟ ଆସିଛି। ଗବେଷଣା ଅନୁସାରେ ସାଧାରଣ ଲୋକଙ୍କ ଅପେକ୍ଷା ମୋଟା ବ୍ୟକ୍ତିଙ୍କୁ ଆବଶ୍ୟକତାଠାରୁ ଅଧିକ ଭିଟାମିନ୍ ‘ଇ’ ଜରୁରୀ। ମେଦବହୁଳତା କାରଣରୁ ଶରୀର ଭିଟାମିନ୍ ‘ଇ’ର ପୂରା ପ୍ରୟୋଗ କରିପାରି ନ ଥାଏ।
ଅରଗନ୍ ଷ୍ଟେଟ୍ ବିଶ୍ୱବିଦ୍ୟାଳୟର ଗବେଷକ କହିଛନ୍ତି, ମୋଟା ଲୋକଙ୍କ ଶରୀରର ଚର୍ବିରେ ପୂର୍ବରୁ ଭିଟାମିନ୍ ‘ଇ’ ଭରପୂର ରହିଥାଏ। ଚର୍ବି କମ୍ କରିବାକୁ ମୋଟା ଲୋକମାନେ ଉଦ୍ୟମ କରିଥା’ନ୍ତି। ଫଳରେ ସେମାନଙ୍କ ଶରୀରରେ ଭିଟାମିନ୍ ‘ଇ’ କମିଯିବାର ଆଶଙ୍କା ରହିଥାଏ। ଯାହାଫଳରେ ହୃଦଘାତ, ମଧୁମେହ, ଅଲଜାଇମର, କ୍ୟାନସର ଭଳି ରୋଗ ହେବାର ଆଶଙ୍କା ରହିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...
Health
ଶୀତଦିନେ ଗରମ ପାଣିରେ ଗାଧୋଇବା ଠିକ୍, ନା ଭୁଲ୍?
ଶୀତଦିନେ ଗରମ ପାଣିରେ ଗାଧୋଇବା ଦ୍ୱାରା କି କି ସୁପ୍ରଭାବ ଏବଂ କୁପ୍ରଭାବ ପଡ଼େ, ଜାଣନ୍ତୁ...
Events & Festivals
ବିଶ୍ୱ ଏଡସ୍ ଦିବସ: ଧାରଣା ଓ ବାସ୍ତବତା
ପ୍ରତିବର୍ଷ ଡିସେମ୍ବର ୧କୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରାଯାଉଛି।