Advertisment

ମୋଟାଲୋକଙ୍କୁ ଅଧିକ ଆବଶ୍ୟକ ଭିଟାମିନ୍ ‘ଇ’

ଭୁବନେଶ୍ୱର: ନିକଟରେ ମେଦବହୁଳ ଲୋକଙ୍କୁ ଭିଟାମିନ୍ ‘ଇ’ର ଆବଶ୍ୟତା ନେଇ ନୂତନ ତଥ୍ୟ ଆସିଛି। ଗବେଷଣା ଅନୁସାରେ ସାଧାରଣ ଲୋକଙ୍କ ଅପେକ୍ଷା ମୋଟା ବ୍ୟକ୍ତିଙ୍କୁ ଆବଶ୍ୟକତାଠାରୁ ଅଧିକ ଭିଟାମିନ୍ ‘ଇ’ ଜରୁରୀ। ମେଦବହୁଳତା କାରଣରୁ ଶରୀର ଭିଟାମିନ୍ ‘ଇ’ର ପୂରା ପ୍ରୟୋଗ କରିପାରି ନ ଥାଏ। ଅରଗନ୍ ଷ୍ଟେଟ୍ ବିଶ୍ୱବିଦ୍ୟାଳୟର ଗବେଷକ କହିଛନ୍ତି, ମୋଟା ଲୋକଙ୍କ ଶରୀରର ଚର୍ବିରେ ପୂର୍ବରୁ ଭିଟାମିନ୍ ‘ଇ’ ଭରପୂର ରହିଥାଏ। ଚର୍ବି କମ୍ କରିବାକୁ ମୋଟା ଲୋକମାନେ ଉଦ୍ୟମ କରିଥା’ନ୍ତି। ଫଳରେ ସେମାନଙ୍କ […]

ଅଦ୍ୟତନ ହୋଇଛି
ମୋଟାଲୋକଙ୍କୁ ଅଧିକ ଆବଶ୍ୟକ ଭିଟାମିନ୍ ‘ଇ’

mota

Advertisment

ଭୁବନେଶ୍ୱର: ନିକଟରେ ମେଦବହୁଳ ଲୋକଙ୍କୁ ଭିଟାମିନ୍ ‘ଇ’ର ଆବଶ୍ୟତା ନେଇ ନୂତନ ତଥ୍ୟ ଆସିଛି। ଗବେଷଣା ଅନୁସାରେ ସାଧାରଣ ଲୋକଙ୍କ ଅପେକ୍ଷା ମୋଟା ବ୍ୟକ୍ତିଙ୍କୁ ଆବଶ୍ୟକତାଠାରୁ ଅଧିକ ଭିଟାମିନ୍ ‘ଇ’ ଜରୁରୀ। ମେଦବହୁଳତା କାରଣରୁ ଶରୀର ଭିଟାମିନ୍ ‘ଇ’ର ପୂରା ପ୍ରୟୋଗ କରିପାରି ନ ଥାଏ।

Advertisment

ଅରଗନ୍ ଷ୍ଟେଟ୍ ବିଶ୍ୱବିଦ୍ୟାଳୟର ଗବେଷକ କହିଛନ୍ତି, ମୋଟା ଲୋକଙ୍କ ଶରୀରର ଚର୍ବିରେ ପୂର୍ବରୁ ଭିଟାମିନ୍ ‘ଇ’ ଭରପୂର ରହିଥାଏ। ଚର୍ବି କମ୍ କରିବାକୁ ମୋଟା ଲୋକମାନେ ଉଦ୍ୟମ କରିଥା’ନ୍ତି। ଫଳରେ ସେମାନଙ୍କ ଶରୀରରେ ଭିଟାମିନ୍ ‘ଇ’ କମିଯିବାର ଆଶଙ୍କା ରହିଥାଏ। ଯାହାଫଳରେ ହୃଦଘାତ, ମଧୁମେହ, ଅଲଜାଇମର, କ୍ୟାନସର ଭଳି ରୋଗ ହେବାର ଆଶଙ୍କା ରହିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe