Advertisment

ପାଟିରେ ପାର୍ଟନରକୁ କରିପାରିବେ ଉନ୍ମାଦିତ

ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଜଣେ ମହିଳା ଚାହିଁଲେ ନିଜ ପାର୍ଟନରଙ୍କୁ ପାଟିରେ ଉନ୍ମାଦିତ କରିପାରିବେ। ଆପଣ ଏହାକୁ ଚେଷ୍ଟା କରିବାକୁ ଚାହାନ୍ତି କି? ତା’ହେଲେ କିପରି କରିବେ ଜାଣନ୍ତୁ: ପାର୍ଟନରଙ୍କ ମୁଡ୍‌ ଭଲ କରିବା ପାଇଁ ପ୍ରଥମେ ଏକ ପର୍‌ଫେକ୍ଟ୍ କିସ୍ ଦିଅନ୍ତୁ। ତାଙ୍କ ଓଠକୁ ହାଲ୍‌କା କାମୁଡ଼ି ଦିଅନ୍ତୁ। ତାଙ୍କ ଓଠସହିତ ଆପଣଙ୍କ ଓଠକୁ ମିଶାଇ କିଛି ସମୟ ରଖନ୍ତୁ। ତାଙ୍କ ପାଟି ଭିତରେ ଜିଭକୁ ଭର୍ତ୍ତି କରି ତାଙ୍କ ଜିଭ ସହିତ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପାଟିରେ ପାର୍ଟନରକୁ କରିପାରିବେ ଉନ୍ମାଦିତ

mouth

ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଜଣେ ମହିଳା ଚାହିଁଲେ ନିଜ ପାର୍ଟନରଙ୍କୁ ପାଟିରେ ଉନ୍ମାଦିତ କରିପାରିବେ। ଆପଣ ଏହାକୁ ଚେଷ୍ଟା କରିବାକୁ ଚାହାନ୍ତି କି? ତା’ହେଲେ କିପରି କରିବେ ଜାଣନ୍ତୁ:

Advertisment
  • ପାର୍ଟନରଙ୍କ ମୁଡ୍‌ ଭଲ କରିବା ପାଇଁ ପ୍ରଥମେ ଏକ ପର୍‌ଫେକ୍ଟ୍ କିସ୍ ଦିଅନ୍ତୁ। ତାଙ୍କ ଓଠକୁ ହାଲ୍‌କା କାମୁଡ଼ି ଦିଅନ୍ତୁ। ତାଙ୍କ ଓଠସହିତ ଆପଣଙ୍କ ଓଠକୁ ମିଶାଇ କିଛି ସମୟ ରଖନ୍ତୁ। ତାଙ୍କ ପାଟି ଭିତରେ ଜିଭକୁ ଭର୍ତ୍ତି କରି ତାଙ୍କ ଜିଭ ସହିତ ଖେଳନ୍ତୁ। ତାଙ୍କ ଶରୀରରେ ହାଲ୍‌କା ହାଲ୍‌କା ଚୁମା ଦିଅନ୍ତୁ। ତା’ପରେ ଦେଖିବେ ସେ ଅଧିକ ଚୁମା ପାଇଁ ବ୍ୟଗ୍ର ହୋଇ ଉଠିବେ।
  •    ଉଭୟ ପୁରୁଷ ଓ ମହିଳାଙ୍କ ଥୋଡ଼ି ଖୁବ୍‌ ସମ୍ବେଦନଶୀଳ। ଆପଣଙ୍କ ପାର୍ଟନରଙ୍କ ସେହି ସ୍ଥାନକୁ ଚୁମ୍ବନ ଦେବା ସହିତ ହାଲ୍‌କା ହାଲ୍‌କା କାମୁଡ଼ନ୍ତୁ। ଦେଖିବେ ଏହାର ପ୍ରଭାବ କେମିତି ପଡୁଛି।
  • ଏକ ବରଫ ଖଣ୍ଡକୁ ପାଟିରେ ଧରି ପାର୍ଟନରଙ୍କ ତଳି ପେଟରେ ବୁଲାନ୍ତୁ। ଦେଖିବେ ସେ ସଙ୍ଗେ ସଙ୍ଗେ ନିୟନ୍ତ୍ରଣ ହରାଇବେ।
  • ପାର୍ଟନରଙ୍କ ଆଙ୍ଗୁଳି ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ପାଟିରେ ଭର୍ତ୍ତି କରନ୍ତୁ ଓ ଏହାକୁ ଜୋରରେ ଚୁଷନ୍ତୁ।