Advertisment

ଶ୍ୱାସରୋଗର ଘରୋଇ ଉପଚାର

ଭୁବନେଶ୍ୱର: ଶ୍ୱାସ ରୋଗୀଙ୍କୁ ସେମାନଙ୍କ ଶରୀରର ବିଶେଷ ଧ୍ୟାନ ନେବାକୁ ପଡ଼ିଥାଏ। କାରଣ ଏହି ରୋଗୀଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ତେଣୁ ନିୟମିତ ଭାବରେ ଔଷଧ ଖାଇବାରକୁ ପଡ଼ିଥାଏ। ତେବେ ଔଷଧ ପରିବର୍ତ୍ତେ କେତେକ ଘରୋଇ ଉପଚାର ଜରିଆରେ ଆପଣ ଏହାକୁ ନିୟନ୍ତ୍ରଣ କରିପାରିବେ। ଆସନ୍ତୁ ଜାଣିବା ଶ୍ୱାସରୋଗର ଘରୋଇ ଉପଚାର ଗୁଡ଼ିକ ବିଷୟରେ… ୧. ଶ୍ୱାସରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟରେ ପରିବର୍ତ୍ତନ କରନ୍ତୁ। ଖାଦ୍ୟରେ ଫଳ ଓ ସବୁଜ ପନିପରିବା ସାମିଲ କରନ୍ତୁ। […]

ଶ୍ୱାସରୋଗର ଘରୋଇ ଉପଚାର

swasa

Advertisment

ଭୁବନେଶ୍ୱର: ଶ୍ୱାସ ରୋଗୀଙ୍କୁ ସେମାନଙ୍କ ଶରୀରର ବିଶେଷ ଧ୍ୟାନ ନେବାକୁ ପଡ଼ିଥାଏ। କାରଣ ଏହି ରୋଗୀଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ତେଣୁ ନିୟମିତ ଭାବରେ ଔଷଧ ଖାଇବାରକୁ ପଡ଼ିଥାଏ। ତେବେ ଔଷଧ ପରିବର୍ତ୍ତେ କେତେକ ଘରୋଇ ଉପଚାର ଜରିଆରେ ଆପଣ ଏହାକୁ ନିୟନ୍ତ୍ରଣ କରିପାରିବେ। ଆସନ୍ତୁ ଜାଣିବା ଶ୍ୱାସରୋଗର ଘରୋଇ ଉପଚାର ଗୁଡ଼ିକ ବିଷୟରେ...

Advertisment

୧. ଶ୍ୱାସରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟରେ ପରିବର୍ତ୍ତନ କରନ୍ତୁ। ଖାଦ୍ୟରେ ଫଳ ଓ ସବୁଜ ପନିପରିବା ସାମିଲ କରନ୍ତୁ। ଏଥିରେ ଥିବା ବିଟା-କେରାଟିନ୍‌, ଭିଟାମିନ୍‌ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ସ୍ୱାସ୍ଥ୍ୟ ପାଇଁ ଉପକାରୀ।

୨. ନିୟମିତ ଭାବରେ ଅଦା, ରସୁଣ ଖାଆନ୍ତୁ। ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଶ୍ୱାସକୁ ନିୟନ୍ତ୍ରଣ କରିଥାଏ।

Advertisment

୩. ମହୁ ଶ୍ୱାସନଳୀରେ ହେଉଥିବା ଜଳାପୋଡ଼ା ଓ ଆସ୍ତମାର ଲକ୍ଷଣକୁ କମ୍‌ କରିଥାଏ। ଏଥିପାଇଁ ହର୍ବାଲ୍‌ ଚା କିମ୍ୱା ଗରମ ପାଣିରେ ମହୁ ମିଶାଇ ଖାଇପାରିବେ। ମନେ ରଖନ୍ତୁ ମହୁ ଅଳ୍ପ ଅଳ୍ପ ଖାଇବା ଅଭ୍ୟାସ କରନ୍ତୁ।

୪. ଯୋଗ ମାଧ୍ୟମରେ ଆପଣ ଶ୍ୱାସର ଘରୋଇ ଉପଚାର କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe