କେମିତି ହୋଇଥାଆନ୍ତି ଶୁକ୍ରବାରରେ ଜନ୍ମ ହୋଇଥିବା ବ୍ୟକ୍ତି?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନର ଅଲଗା ଅଲଗା ମହତ୍ତ୍ୱ ରହିଛି। କୁହାଯାଏ ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀ ଓ ଶୁକ୍ରଙ୍କ ପ୍ରଭାବ ରହିଥାଏ। ଶୁକ୍ରବାରର ଅଧିପତି ଶୁକ୍ର ଦେବ। ତାଙ୍କ ଦେବୀ ଲକ୍ଷ୍ମୀ ଅଟନ୍ତି। ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ଭୌତିକ ସୁଖସୁବିଧା  ଓ ସୌଖିନୀ ସ୍ୱଭାବର ହୋଇଥାନ୍ତି। ସଜେଇ ହେବାକୁ ଅଧିକ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି କେମିତି ହୋଇଥାଆନ୍ତି। […]

fridayborn

fridayborn

Rakesh Mallick
  • Published: Friday, 12 May 2017
  • Updated: 12 May 2017, 03:05 PM IST

Sports

Latest News

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନର ଅଲଗା ଅଲଗା ମହତ୍ତ୍ୱ ରହିଛି। କୁହାଯାଏ ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀ ଓ ଶୁକ୍ରଙ୍କ ପ୍ରଭାବ ରହିଥାଏ। ଶୁକ୍ରବାରର ଅଧିପତି ଶୁକ୍ର ଦେବ। ତାଙ୍କ ଦେବୀ ଲକ୍ଷ୍ମୀ ଅଟନ୍ତି। ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ଭୌତିକ ସୁଖସୁବିଧା  ଓ ସୌଖିନୀ ସ୍ୱଭାବର ହୋଇଥାନ୍ତି। ସଜେଇ ହେବାକୁ ଅଧିକ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି କେମିତି ହୋଇଥାଆନ୍ତି।

୧- ଏମାନଙ୍କର ମୁଣ୍ଡ ଓ ଆଖି ବଡ଼ ହୋଇଥାଏ। ଶରୀର ରଙ୍ଗ ଗୋରା ଓ କେଶ ଲମ୍ବା ହୋଇଥାଏ। ଏମାନେ ସର୍ବଦା ଖୁସି ଦେଖାଯାଆନ୍ତି।

୨- ଏମାନେ କଳା ପ୍ରିୟ ହୋଇଥାନ୍ତି। ସଙ୍ଗୀତ, ଚିତ୍ରକଳା, ଫିଲ୍ମ, ଫ୍ୟାସନ୍‌ ଓ ବିୟୁଟି ଇଣ୍ଡଷ୍ଟ୍ରିରେ କ୍ୟାରିଅର କରନ୍ତି।

୩- ମଜା ମସ୍ତିରେ ଜୀବନ କାଟିଥାନ୍ତି ଶୁକ୍ରବାର ଜନ୍ମ ହୋଇଥିବା ବ୍ୟକ୍ତି। ବିରୋଧୀଙ୍କୁ ନିଜ ପକ୍ଷକୁ ଆଣିବାର ଟ୍ରିକ୍ ଏମାନଙ୍କୁ ଭଲ ଭାବେ ଜଣା। ଏମାନଙ୍କର ଏକ ଅଲଗା ଆକର୍ଷଣ ଥାଏ। ସାଙ୍ଗମାନଙ୍କ ମଧ୍ୟରେ ଏମାନେ ଅଧିକ ଲୋକପ୍ରିୟ ହୋଇଥାନ୍ତି।

- ଅନ୍ୟକୁ ପ୍ରଶଂସା କଲେ ଏମାନେ ସହି ପାରନ୍ତି ନାହିଁ।

୫- ଏମାନେ ଖଳ ପ୍ରକୃତିର ହୋଇଥାଆନ୍ତି। ଏମାନେ ଅନ୍ୟମାନଙ୍କ ମନ କଥା ଜାଣି ପାରନ୍ତି ଓ ଏହାର ଲାଭ ଉଠାନ୍ତି।

ସୌଜନ୍ୟ-ୟଙ୍ଗିସ୍ତାନ, ଫଟୋ- ୟଙ୍ଗିସ୍ତାନ

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos