ନୂଆଘର କରୁଛନ୍ତି ? ଦୂରେଇ ରହନ୍ତୁ ଏହି 7ଟି ସ୍ଥାନରୁ, ନହେଲେ ବିପଦ ଆଶଙ୍କା

ସମସ୍ତଙ୍କର ସ୍ୱପ୍ନ ଥାଏ ଏକ ସୁନ୍ଦର ଘର ଗଢିବାକୁ। କାରଣ ଏକ ଭଲ ଘର ଭଲ ଭବିଷ୍ୟତର ସଂକେତ ଦେଇଥାଏ ବୋଲି କୁହାଯାଏ । ତେଣୁ ଘର କରିବା ପୂର୍ବରୁ ଲୋକେ ଅନେକ ଭାବିଚିନ୍ତି ଆଗକୁ ବଢ଼ିଥାନ୍ତି । ଘରଟିକୁ ଖରାପ ଶକ୍ତିଠାରୁ ଦୂରେଇ ରଖିବା ପାଇଁ, ଅନେକ ପୂଜାପାଠ କରିଥାନ୍ତି । ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି କିଛି ସ୍ଥାନ ଅଛି, ଯାହା ଆଖପାଖରେ ଘର କଲେ, ପରିବାରରେ ସର୍ବଦା ଧନର ଅଭାବ ଦେଖା ଦେଇଥାଏ […]

New house

New house

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 07:24 PM IST

Sports

Latest News

ସମସ୍ତଙ୍କର ସ୍ୱପ୍ନ ଥାଏ ଏକ ସୁନ୍ଦର ଘର ଗଢିବାକୁ। କାରଣ ଏକ ଭଲ ଘର ଭଲ ଭବିଷ୍ୟତର ସଂକେତ ଦେଇଥାଏ ବୋଲି କୁହାଯାଏ । ତେଣୁ ଘର କରିବା ପୂର୍ବରୁ ଲୋକେ ଅନେକ ଭାବିଚିନ୍ତି ଆଗକୁ ବଢ଼ିଥାନ୍ତି । ଘରଟିକୁ ଖରାପ ଶକ୍ତିଠାରୁ ଦୂରେଇ ରଖିବା ପାଇଁ, ଅନେକ ପୂଜାପାଠ କରିଥାନ୍ତି । ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି କିଛି ସ୍ଥାନ ଅଛି, ଯାହା ଆଖପାଖରେ ଘର କଲେ, ପରିବାରରେ ସର୍ବଦା ଧନର ଅଭାବ ଦେଖା ଦେଇଥାଏ । ଆସନ୍ତୁ ଜାଣିବା ସେ ସବୁ ସ୍ଥାନ ବିଷୟରେ ।

୧.ଦୋଛକି ଘର କରନ୍ତୁ ନାହିଁ: ଦୋଛକିରେ ଘର କରିବା ଦ୍ୱାରା ଘରେ ସବୁବେଳେ ଗାଡ଼ି ଓ ଯିବା ଆସିବା ଲୋକଙ୍କର ଶବ୍ଦ ବା କୋଳାହଳ ଶୁଣାଯାଇଥାଏ । ଯାହାଦ୍ୱାରା ଘରର ପରିବେଶ ଖରାପ ହେବା ସହ ଦାମ୍ପତ୍ୟ ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ର କହୁଛି ।

୨.କଂସେଇ ଘର ପାଖରେ: ଏଠାରେ ଘର କରିବା ଦ୍ୱାରା ପରିବାର ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ଏଠାରେ ଘର କରିବା କିମ୍ବା କିଣିବା ଦ୍ୱାରା ପରିବାରରେ ଆର୍ଥିକ ଅଭାବ ରହିବା ସହ ସୁଖ ଶାନ୍ତିରେ ବ୍ୟାଘାତ ସୃଷ୍ଟି ହୋଇଥାଏ ।

୩.ହସ୍ପିଟାଲର ପାଖରେ: ହସ୍ପିଟାଲ ଆଖପାଖରେ ଘର କରିବା ଦ୍ୱାରା ପରିବାର ଲୋକଙ୍କ ଦେହ ଖରାପ ରହିବାର ବୋଲି ବାସ୍ତୁଶାସ୍ତ୍ର ମତ ଦିଏ । କାରଣ, ହସପିଟାଲ ଚାରିପାଖ ପରିବେଶରେ ଜୀବାଣୁ ଘୂରି ବୁଲୁଥାଏ, ଯାହା ପରିବାର ଲୋକଙ୍କ ଦେହ ଖରାପ କରିଥାଏ ।

୪.ଭଙ୍ଗାରୁଜା ଘରଥିବା: ଭଙ୍ଗାରୁଜା ଘର ବା ପୁରୁଣା ଘର ଥିବା ସ୍ଥାନରେ ଘର କରନ୍ତୁ ନାହିଁ କି ଘର କିଣନ୍ତୁ ନାହିଁ । କାରଣ ଏଠାରେ ଘର କରିବା ଦ୍ୱାରା ନକରାତ୍ମକ ଶକ୍ତି ଘରେ ପଶିବାର ଆଶଙ୍କା ଥାଏ ବୋଲି ବାସ୍ତୁଶାସ୍ତ୍ର ମତ ଦିଏ ।

୫.ମଦ ଦୋକାନ ପାଖରେ: ମଦ ଦୋକାନ ପାଖରେ ଘର କରନ୍ତୁ ନାହିଁ । କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ, ମଦ ଦୋକାନକୁ ଲୋକେ ନିଜର ଦୁଃଖ ଦୂର କରିବା ପାଇଁ ଆସିଥାନ୍ତି । ଏହି ସ୍ଥାନରେ ଘର କରିବା ଦ୍ୱାରା ପରିବାରରେ କଳି ଝଗଡା ଦେଖା ଦେଇଥାଏ ।

୬.ଶ୍ମଶାନ ପାଖରେ: ଶ୍ମଶାନ ପାଖରେ ଘର କରିବା ଶାସ୍ତ୍ର ଅନୁଯାୟୀ ଅନୁଚିତ୍ । ଏଠାରେ ଘର କରିବା ଦ୍ୱାରା ପରିବାରରେ ନକରାତ୍ମକ ଶକ୍ତି ପ୍ରଭାବ ବିସ୍ତାର କରିଥାଏ, ଫଳରେ ଅଶାନ୍ତି ସୃଷ୍ଟି ହୋଇଥାଏ ।

୭.ଆତ୍ମହତ୍ୟା ସ୍ଥାନରେ: କୌଣସି ସ୍ଥାନରେ ଯେଉଁଠି କେହି ବ୍ୟକ୍ତି ଆତ୍ମହତ୍ୟା କରିଥିବେ, ସେପରି ସ୍ଥାନରେ ଘର କଲେ ଆତ୍ମାର ଛାୟା ପରିବାର ଉପରେ କୁପ୍ରଭାବ ପକାଇବାର ଆଶଙ୍କା ଥାଏ । ସେଥିପାଇଁ ଘର କରିବା ଆଗରୁ ସେ ଜାଗାଟି ବିଷୟରେ ଟିକିଏ ପଚାରି ବୁଝନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story