Advertisment

ଝିଅଙ୍କୁ ଭୁଲ୍‌ରେ କୁହନ୍ତୁ ନାହିଁ ଏହି ଚାରୋଟି ଶବ୍ଦ, ନହେଲେ ହୋଇଯିବେ ନାରାଜ

ମହିଳାମାନଙ୍କ ସହିତ କଥାବାର୍ତ୍ତା ହେବା ବେଳେ ପୁରୁଷମାନେ ସର୍ବଦା ଧ୍ୟାନ ଦେବା ଉଚିତ ଯେ ସେମାନେ କେଉଁ ଭଳି ଢଙ୍ଗରେ ସେମାନଙ୍କ ସହ କଥା ହେଉଛନ୍ତି। ତା’ସହିତ ଉଚିତ ଶବ୍ଦ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ବେଳେ ବେଳେ ପୁରୁଷମାନେ ଏମିତି କିଛି ଶବ୍ଦର ବ୍ୟବହାର କରନ୍ତି ଯେଉଁଥିରେ ମହିଳାମାନେ ଅପମାନିତ ବୋଧ କରନ୍ତି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଶବ୍ଦ ବ୍ୟବହାର କଲେ ମହିଳାମାନଙ୍କୁ ବାଧି ଥାଏ ଅବା ସେମାନେ ଅସମ୍ମାନିତ ଅନୁଭବ କରନ୍ତି। […]

ଝିଅଙ୍କୁ ଭୁଲ୍‌ରେ କୁହନ୍ତୁ ନାହିଁ ଏହି ଚାରୋଟି ଶବ୍ଦ, ନହେଲେ ହୋଇଯିବେ ନାରାଜ
Advertisment

ମହିଳାମାନଙ୍କ ସହିତ କଥାବାର୍ତ୍ତା ହେବା ବେଳେ ପୁରୁଷମାନେ ସର୍ବଦା ଧ୍ୟାନ ଦେବା ଉଚିତ ଯେ ସେମାନେ କେଉଁ ଭଳି ଢଙ୍ଗରେ ସେମାନଙ୍କ ସହ କଥା ହେଉଛନ୍ତି। ତା’ସହିତ ଉଚିତ ଶବ୍ଦ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ବେଳେ ବେଳେ ପୁରୁଷମାନେ ଏମିତି କିଛି ଶବ୍ଦର ବ୍ୟବହାର କରନ୍ତି ଯେଉଁଥିରେ ମହିଳାମାନେ ଅପମାନିତ ବୋଧ କରନ୍ତି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଶବ୍ଦ ବ୍ୟବହାର କଲେ ମହିଳାମାନଙ୍କୁ ବାଧି ଥାଏ ଅବା ସେମାନେ ଅସମ୍ମାନିତ ଅନୁଭବ କରନ୍ତି।

Advertisment

୧. କେବେ ବି ରାଗରେ ନିଜ ପାର୍ଟନର ଅବା କୌଣସି ଝିଅ ଉଦ୍ଦେଶ୍ୟରେ ‘କ୍ୟାରେକ୍ଟର ଲେସ୍’ ବା ‘ଚରିତ୍ର ହୀନ’ ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ। ଏଥିରେ ସେମାନେ ଦୁଃଖିତ ହୁଅନ୍ତି।

୨. ଯେଉଁ ମହିଳାମାନେ ଅଧିକ ଆତ୍ମବିଶ୍ୱାସୀ ଦେଖାଯାଆନ୍ତି ସେମାନଙ୍କୁ ପୁରୁଷମାନେ ‘ଓଭର ସ୍ମାର୍ଟ’ ବୋଲି କହନ୍ତି। ଏହାଦ୍ୱାରା ମହିଳାଙ୍କ ନେଗେଟିଭ୍ ପର୍ସନାଲିଟି ସାମ୍ନାକୁ ଆସିଥାଏ। କେବେ ବି କୌଣସି ଯୁବତୀ ଅବା ମହିଳାଙ୍କୁ ଏହି ଶବ୍ଦ କୁହନ୍ତୁ ନାହିଁ।

Advertisment

୩. କେବେ ବି ଭୁଲ୍‌ରେ ନିଜ ପାର୍ଟନର ଅବା କୌଣସି ଯୁବତୀଙ୍କୁ ‘କାଳି’ ବୋଲି କୁହନ୍ତୁ ନାହିଁ। ଝିଅମାନେ ଏ ଶବ୍ଦକୁ ପସନ୍ଦ କରନ୍ତି ନାହିଁ। ଏହି ଶବ୍ଦ ଶୁଣିଲେ ସେମାନେ ରାଗି ଯାଆନ୍ତି।

୪. କୌଣସି ଝିଅକୁ କେବେ ‘ଚାମ୍‌ଚା’ ବୋଲି କୁହନ୍ତୁ ନାହିଁ। ଏହା ସେମାନଙ୍କୁ ଭାରି କଷ୍ଟ ଦେଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe