/odisha-reporter/media/post_attachments/uploads/2017/04/new-book.jpg)
new book
ଖାଦ୍ୟରେ ବିଷ। ପନିପରିବାରେ ରଙ୍ଗ। ଫଳମୂଳ ପାଚିବା ପାଇଁ ଯାବତୀୟ ସାର ଓ କେମିକାଲର ପ୍ରୟୋଗ। ଏମିତି କରି ଲୋକଙ୍କୁ କେବଳ ବିଷ ହିଁ ଦିଆଯାଉଛି। ବେପାର ପାଇଁ ଚାଲିଛି କଳାକାରନାମା। ଫଳରେ ଲୋକ ଅଳ୍ପ ବୟସରେ ବାର୍ଦ୍ଧକ୍ୟରେ ଶିକାର ହେଉଛି। ଆଉ କେହି କେହି ବିଭିନ୍ନ ମହାମାରୀ ରୋଗରେ ପଡ଼ୁଛନ୍ତି। ଏ ସବୁ ସମସ୍ୟାର ସମାଧାନ ପାଇଁ ଏକ ବହିରେ ରହିଛି ସବୁ ଫର୍ମୁଲା। ବହିର ନା ହେଉଛି ‘ସ୍ୱର୍ଗ’। ଏହାର ମୂଳରଚନା ଅମ୍ବିକା ସୁତନ ମଙ୍ଗଡ଼ ହୋଇଥିବା ବେଳେ ଏହାକୁ ମାଲାୟାଲାମ ଭାଷାରେ ଜେ. ଦେବିକା ଅନୁବାଦ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
