ବିଷାକ୍ତ ଖାଦ୍ୟର ଉପଶମ ପାଇଁ ଏହି ବହିରେ ଅଛି ଫର୍ମୁଲା

ଖାଦ୍ୟରେ ବିଷ। ପନିପରିବାରେ ରଙ୍ଗ। ଫଳମୂଳ ପାଚିବା ପାଇଁ  ଯାବତୀୟ ସାର ଓ କେମିକାଲର ପ୍ରୟୋଗ। ଏମିତି କରି ଲୋକଙ୍କୁ କେବଳ ବିଷ ହିଁ ଦିଆଯାଉଛି। ବେପାର ପାଇଁ ଚାଲିଛି କଳାକାରନାମା। ଫଳରେ ଲୋକ ଅଳ୍ପ ବୟସରେ ବାର୍ଦ୍ଧକ୍ୟରେ ଶିକାର ହେଉଛି। ଆଉ କେହି କେହି ବିଭିନ୍ନ ମହାମାରୀ ରୋଗରେ ପଡ଼ୁଛନ୍ତି। ଏ ସବୁ ସମସ୍ୟାର ସମାଧାନ ପାଇଁ ଏକ ବହିରେ ରହିଛି ସବୁ ଫର୍ମୁଲା। ବହିର ନା ହେଉଛି ‘ସ୍ୱର୍ଗ’। ଏହାର ମୂଳରଚନା ଅମ୍ବିକା ସୁତନ […]

new book

new book

Rakesh Mallick
  • Published: Thursday, 06 April 2017
  • Updated: 06 April 2017, 11:00 PM IST

Sports

Latest News

ଖାଦ୍ୟରେ ବିଷ। ପନିପରିବାରେ ରଙ୍ଗ। ଫଳମୂଳ ପାଚିବା ପାଇଁ  ଯାବତୀୟ ସାର ଓ କେମିକାଲର ପ୍ରୟୋଗ। ଏମିତି କରି ଲୋକଙ୍କୁ କେବଳ ବିଷ ହିଁ ଦିଆଯାଉଛି। ବେପାର ପାଇଁ ଚାଲିଛି କଳାକାରନାମା। ଫଳରେ ଲୋକ ଅଳ୍ପ ବୟସରେ ବାର୍ଦ୍ଧକ୍ୟରେ ଶିକାର ହେଉଛି। ଆଉ କେହି କେହି ବିଭିନ୍ନ ମହାମାରୀ ରୋଗରେ ପଡ଼ୁଛନ୍ତି। ଏ ସବୁ ସମସ୍ୟାର ସମାଧାନ ପାଇଁ ଏକ ବହିରେ ରହିଛି ସବୁ ଫର୍ମୁଲା। ବହିର ନା ହେଉଛି ‘ସ୍ୱର୍ଗ’। ଏହାର ମୂଳରଚନା ଅମ୍ବିକା ସୁତନ ମଙ୍ଗଡ଼ ହୋଇଥିବା ବେଳେ ଏହାକୁ ମାଲାୟାଲାମ ଭାଷାରେ ଜେ. ଦେବିକା ଅନୁବାଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos