Advertisment

ନିୟମିତ ଟମାଟୋ ଖାଇଲେ ତ୍ୱଚା ଉଜ୍ଜଳ ହୋଇଥାଏ

ଭୁବନେଶ୍ୱର: ବହୁ ପୁରୁଣା କାଳରୁ ଲୋକଙ୍କ ବିଶ୍ୱାସ ରହିଛି ଟମାଟୋର ରଙ୍ଗ ଲାଲ୍ ହୋଇଥିବାରୁ ଏହା ସ୍ୱାସ୍ଥ୍ୟ ପ୍ରତି ହିତକର। ଏହି ଧାରଣା ସତ ହୋଇ ନ ଥିଲେ ବି ଟମାଟୋ ଖାଇବା ସ୍ୱାସ୍ଥ୍ୟ ପ୍ରତି ବହୁ ଲାଭଦାୟକ ବୋଲି ଏକ ଗବେଷଣାରୁ ଜଣାପଡିଛି। ଟମାଟୋ ଖାଇବା ଦ୍ୱାରା କେବଳ ତ୍ୱଚା ଉଜ୍ଜଳ ହୋଇ ନ ଥାଏ। ଏହାସହ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ଟମାଟୋରେ ଥିବା ଲାଇକୋପିନ୍ ନାମକ ତତ୍ତ୍ୱ  ତ୍ୱଚା ଉଜ୍ଜଳ […]

ଅଦ୍ୟତନ ହୋଇଛି
ନିୟମିତ ଟମାଟୋ ଖାଇଲେ ତ୍ୱଚା ଉଜ୍ଜଳ ହୋଇଥାଏ

tamatoo

Advertisment

ଭୁବନେଶ୍ୱର: ବହୁ ପୁରୁଣା କାଳରୁ ଲୋକଙ୍କ ବିଶ୍ୱାସ ରହିଛି ଟମାଟୋର ରଙ୍ଗ ଲାଲ୍ ହୋଇଥିବାରୁ ଏହା ସ୍ୱାସ୍ଥ୍ୟ ପ୍ରତି ହିତକର। ଏହି ଧାରଣା ସତ ହୋଇ ନ ଥିଲେ ବି ଟମାଟୋ ଖାଇବା ସ୍ୱାସ୍ଥ୍ୟ ପ୍ରତି ବହୁ ଲାଭଦାୟକ ବୋଲି ଏକ ଗବେଷଣାରୁ ଜଣାପଡିଛି। ଟମାଟୋ ଖାଇବା ଦ୍ୱାରା କେବଳ ତ୍ୱଚା ଉଜ୍ଜଳ ହୋଇ ନ ଥାଏ। ଏହାସହ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ।

Advertisment

ଟମାଟୋରେ ଥିବା ଲାଇକୋପିନ୍ ନାମକ ତତ୍ତ୍ୱ  ତ୍ୱଚା ଉଜ୍ଜଳ କରିବା ସହ କ୍ୟାନସର ପରି ରୋଗ ସହ ଲଢିବାକୁ ପ୍ରତିରୋଧକ ଶକ୍ତି ଯୋଗାଇଥାଏ।

ବୈଜ୍ଞାନିକଙ୍କ କହିବାନୁସାରେ ଟମାଟୋକୁ ନିୟମିତ ଖାଇବା ଦ୍ୱାରା କିଛିଦିନ ମଧ୍ୟରେ ତ୍ୱଚାରେ ପରିବର୍ତ୍ତନ ଆସିଥାଏ। ଟମାଟୋରେ ପ୍ରୋଟିନ୍ ଓ ଫାଇବର ଭରପୂର ହୋଇ ରହିଛି। ଏହାବ୍ୟତୀତ ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ସୋଡିୟମ, ଆଇରନ୍, କପର ଓ ଜିଙ୍କ୍ ରହିଛି। ଟମାଟୋରେ ଥିବା ବିଭିନ୍ନ ପ୍ରକାର ଭିଟାମିନ୍ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe