କୋଲକାତା: ଆମେରିକାର ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ସର୍ଭେରୁ ଚା’ ପିଇବା ସ୍ୱାସ୍ଥ୍ୟପ୍ରତି ହିତକର ବୋଲି ଜଣାପଡିଛି। ବ୍ଲାକ ଓ ଗ୍ରୀନ ଚା’ ପିଇବା ଦ୍ୱାରା କ୍ୟାନସର ହେବାର ଆଶଙ୍କା କମ୍ ରହିଥାଏ। ଏଥିରେ ଏଣ୍ଟି-ଆକସିଡେଣ୍ଟ ତତ୍ତ୍ୱ ଅଧିକ ଥିବାରୁ ଏହା କ୍ୟାନସର ପରି ରୋଗ ହେବାର ଆଶଙ୍କାକୁ କମାଇ ଦେଇଥାଏ। ବିସ୍କୋ ବିଦ୍ୟାୟଳ ସହ ଜଡିତ ହସନ୍ ମୁକ୍ତାର କହିଛନ୍ତି, ସାରା ବିଶ୍ୱରେ ଲୋକେ ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଏଥିରେ ସ୍ୱାସ୍ଥ୍ୟ ପ୍ରତି ହିତକର ତତ୍ତ୍ୱ ଥିବା ଜଣାପଡିଛି। ଇଣ୍ଡିଆନ୍ ଟି ଆସୋସିଏସନ ପକ୍ଷରୁ କୋଲକାତାରେ ଆୟୋଜିତ ଏକ ସେମିନାରରେ ଯୋଗଦେଇ ଗ୍ରୀନ ଟିରେ କ୍ୟାନସର ଭଳି ରୋଗ ପ୍ରତିରୋଧ ତତ୍ତ୍ୱ ରହିଥିବା ଜଣାପଡିଛି। କେବଳ କ୍ୟାନସର ନୁହେଁ ମଧୁମେହ ଓ ହୃଦରୋଗ ହେବାର ସମ୍ଭାବନା ମଧ୍ୟ କମ୍ ଥାଏ। ଚା’ରେ ଥିବା ଆଣ୍ଟି ଆସିଡେଣ୍ଟ ତତ୍ତ୍ୱ ଶରୀରରେ କ୍ୟାନସର କୋଶିକା ସୃଷ୍ଟି କରିବାକୁ ରୋକିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।