Advertisment

ନିୟମିତ ଚା’ ପିଇଲେ କ୍ୟାନସର ହେବାର ଆଶଙ୍କା କମ୍ ଥାଏ

କୋଲକାତା: ଆମେରିକାର ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ସର୍ଭେରୁ ଚା’ ପିଇବା ସ୍ୱାସ୍ଥ୍ୟପ୍ରତି ହିତକର ବୋଲି ଜଣାପଡିଛି। ବ୍ଲାକ ଓ ଗ୍ରୀନ ଚା’ ପିଇବା ଦ୍ୱାରା କ୍ୟାନସର ହେବାର ଆଶଙ୍କା କମ୍ ରହିଥାଏ। ଏଥିରେ ଏଣ୍ଟି-ଆକସିଡେଣ୍ଟ ତତ୍ତ୍ୱ ଅଧିକ ଥିବାରୁ ଏହା କ୍ୟାନସର ପରି ରୋଗ ହେବାର ଆଶଙ୍କାକୁ କମାଇ ଦେଇଥାଏ। ବିସ୍କୋ ବିଦ୍ୟାୟଳ ସହ ଜଡିତ ହସନ୍ ମୁକ୍ତାର କହିଛନ୍ତି, ସାରା ବିଶ୍ୱରେ ଲୋକେ ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଏଥିରେ ସ୍ୱାସ୍ଥ୍ୟ ପ୍ରତି ହିତକର […]

author-image
Rakesh Mallick
ଅଦ୍ୟତନ ହୋଇଛି
ନିୟମିତ ଚା’ ପିଇଲେ କ୍ୟାନସର ହେବାର ଆଶଙ୍କା କମ୍ ଥାଏ

tea

କୋଲକାତା: ଆମେରିକାର ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ସର୍ଭେରୁ ଚା’ ପିଇବା ସ୍ୱାସ୍ଥ୍ୟପ୍ରତି ହିତକର ବୋଲି ଜଣାପଡିଛି। ବ୍ଲାକ ଓ ଗ୍ରୀନ ଚା’ ପିଇବା ଦ୍ୱାରା କ୍ୟାନସର ହେବାର ଆଶଙ୍କା କମ୍ ରହିଥାଏ। ଏଥିରେ ଏଣ୍ଟି-ଆକସିଡେଣ୍ଟ ତତ୍ତ୍ୱ ଅଧିକ ଥିବାରୁ ଏହା କ୍ୟାନସର ପରି ରୋଗ ହେବାର ଆଶଙ୍କାକୁ କମାଇ ଦେଇଥାଏ। ବିସ୍କୋ ବିଦ୍ୟାୟଳ ସହ ଜଡିତ ହସନ୍ ମୁକ୍ତାର କହିଛନ୍ତି, ସାରା ବିଶ୍ୱରେ ଲୋକେ ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଏଥିରେ ସ୍ୱାସ୍ଥ୍ୟ ପ୍ରତି ହିତକର ତତ୍ତ୍ୱ ଥିବା ଜଣାପଡିଛି। ଇଣ୍ଡିଆନ୍ ଟି ଆସୋସିଏସନ ପକ୍ଷରୁ କୋଲକାତାରେ ଆୟୋଜିତ ଏକ ସେମିନାରରେ ଯୋଗଦେଇ ଗ୍ରୀନ ଟିରେ କ୍ୟାନସର ଭଳି ରୋଗ ପ୍ରତିରୋଧ ତତ୍ତ୍ୱ ରହିଥିବା ଜଣାପଡିଛି। କେବଳ କ୍ୟାନସର ନୁହେଁ ମଧୁମେହ ଓ ହୃଦରୋଗ ହେବାର ସମ୍ଭାବନା ମଧ୍ୟ କମ୍ ଥାଏ। ଚା’ରେ ଥିବା ଆଣ୍ଟି ଆସିଡେଣ୍ଟ ତତ୍ତ୍ୱ ଶରୀରରେ କ୍ୟାନସର କୋଶିକା ସୃଷ୍ଟି କରିବାକୁ ରୋକିଥାଏ।

Advertisment