Advertisment

ଡେରିରେ ମାତୃତ୍ୱ ଲାଭ ପିଲା ପାଇଁ ଶୁଭ

ମାତୃତ୍ୱ ହେଉଛି ନାରୀ ଜୀବନର ସାର୍ଥକତା। ହେଲେ ବିବାହ ପରେ ପିଲା ଟିଏ ପାଇଁ କେହି କେହି ବିକଳ ହୋଇଥାଆନ୍ତି। ପୁଣି ଆଉ କେହି ବିଳମ୍ବରେ ପିଲା ଜନ୍ମ ପାଇଁ ଚାହିଁଥାନ୍ତି। ହେଲେ ଡେରିରେ ଗର୍ଭଧାରଣ କରୁଥିବା ଅର୍ଥାତ ମା’ ହେଉଥିବା ମହିଳାମାନେ ଅଧିକ ସ୍ନେହୀ। ପିଲାର ଲାଳନପାଳନ ଠାରୁ  ସ୍ନେହ ଆଦର ପର୍ଯ୍ୟନ୍ତ ଏହି ମହଳାମାନେ ଯଥେଷ୍ଟ ଯତ୍ନଶୀଳ।  ଡେନମାର୍କର ଆରୁସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣାରୁ ଏହି ତଥ୍ୟ ଜଣାପଡ଼ିଛି।  ଡେରିରେ ଗର୍ଭଧାରଣ କରୁଥିବା […]

ଅଦ୍ୟତନ ହୋଇଛି
ଡେରିରେ ମାତୃତ୍ୱ ଲାଭ ପିଲା ପାଇଁ ଶୁଭ

mother

Advertisment

ମାତୃତ୍ୱ ହେଉଛି ନାରୀ ଜୀବନର ସାର୍ଥକତା। ହେଲେ ବିବାହ ପରେ ପିଲା ଟିଏ ପାଇଁ କେହି କେହି ବିକଳ ହୋଇଥାଆନ୍ତି। ପୁଣି ଆଉ କେହି ବିଳମ୍ବରେ ପିଲା ଜନ୍ମ ପାଇଁ ଚାହିଁଥାନ୍ତି। ହେଲେ ଡେରିରେ ଗର୍ଭଧାରଣ କରୁଥିବା ଅର୍ଥାତ ମା’ ହେଉଥିବା ମହିଳାମାନେ ଅଧିକ ସ୍ନେହୀ। ପିଲାର ଲାଳନପାଳନ ଠାରୁ  ସ୍ନେହ ଆଦର ପର୍ଯ୍ୟନ୍ତ ଏହି ମହଳାମାନେ ଯଥେଷ୍ଟ ଯତ୍ନଶୀଳ।  ଡେନମାର୍କର ଆରୁସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣାରୁ ଏହି ତଥ୍ୟ ଜଣାପଡ଼ିଛି।  ଡେରିରେ ଗର୍ଭଧାରଣ କରୁଥିବା ମହିଳାଙ୍କ ଶରୀରର ପୂର୍ଣ୍ଣ ପରିପକ୍ୱତା ଆସିଥାଏ। ଏହି ସମୟରେ ପିଲା ସୁସ୍ଥ ସବଳ ହୋଇ ଜନ୍ମ ହୋଇଥାଏ। ଯାହା କମ୍ ବୟସରେ ମାତୃତ୍ୱ ଲାଭ କରୁଥିବା ମହିଳାଙ୍କ କ୍ଷେତ୍ରରେ ଦେଖାଯାଇ  ନ ଥାଏ। ଅଳ୍ପବୟସରେ ମାତୃତ୍ୱ ଲାଭ କଲେ ପିଲା ପୁଷ୍ଠିହୀନତାର ଶିକାର ହେବାର ଆଶଙ୍କା ଥାଏ।  ଯଦି କେହି ମହିଳା ରକ୍ତହୀନତା ଭଳି ରୋଗରେ ପୀଡ଼ିତ ତାହା ହେଲେ ବେଶି ବିପଦ। ତେଣୁ ମା’ ଟିଏ ସୁସ୍ଥ ହେଲେ ପିଲାର ଭଲ ଭାବେ ଯତ୍ନ ନେଇପାରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe