Advertisment

ପିଆଜରେ ଭରି ରହିଛି ଔଷଧୀୟ ଗୁଣ

ଭୁବନେଶ୍ୱର: ପିଆଜ କେବଳ ତରକାରୀ ପ୍ରସ୍ତୁତି ଓ ସାଲାଡ୍‌ ପାଇଁ ବ୍ୟବହାର ହୋଇନଥାଏ। ଦୈନନ୍ଦିନ ଜୀବନରେ ପିଆଜ ବ୍ୟବହାର କଲେ ଏହା ଔଷଧ ପରି  କାମ କରିଥାଏ। ପେଟରେ ଷ୍ଟୋନ୍ ସମସ୍ୟା ଥିଲେ ପିଆଜ ରସ ବରଦାନ ପରି କାମ କରିଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ଚାମଚ ପିଆଜ ରସ ପିଇବା ଦ୍ୱରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ। ଗଣ୍ଠି ଦରଜ ହେଉଥିଲେ ପିଆଜ ରସ ଓ ସୋରିଷ ତେଲ ମିଶାଇ ମାଲିସ୍ କରିବା […]

ଅଦ୍ୟତନ ହୋଇଛି
ପିଆଜରେ ଭରି ରହିଛି ଔଷଧୀୟ ଗୁଣ

Onion

Advertisment

ଭୁବନେଶ୍ୱର: ପିଆଜ କେବଳ ତରକାରୀ ପ୍ରସ୍ତୁତି ଓ ସାଲାଡ୍‌ ପାଇଁ ବ୍ୟବହାର ହୋଇନଥାଏ। ଦୈନନ୍ଦିନ ଜୀବନରେ ପିଆଜ ବ୍ୟବହାର କଲେ ଏହା ଔଷଧ ପରି  କାମ କରିଥାଏ। ପେଟରେ ଷ୍ଟୋନ୍ ସମସ୍ୟା ଥିଲେ ପିଆଜ ରସ ବରଦାନ ପରି କାମ କରିଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ଚାମଚ ପିଆଜ ରସ ପିଇବା ଦ୍ୱରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ। ଗଣ୍ଠି ଦରଜ ହେଉଥିଲେ ପିଆଜ ରସ ଓ ସୋରିଷ ତେଲ ମିଶାଇ ମାଲିସ୍ କରିବା ଫଳରେ ଆରାମ ଲାଗିଥାଏ।  ଖରାଦିନେ ପିଆଜ ଖାଇଲେ ଦ୍ୱାରା ଅଶୁଂଘାତର ଭୟ ନ ଥାଏ। ପିଆଜ ଖଣ୍ଡ ପାଖରେ ରଖିଲେ ମଧ୍ୟ ଅଶୁଂଘାତ ହୋଇନଥାଏ ବୋଲି ସାଧାରଣରେ କୁହାଯାଇଥାଏ । ପିଆଜ ରସ ଲଗାଇବା ଦ୍ୱାରା କେଶ ଝଡ଼ୁଥିବା ସମସ୍ୟା ଦୂର ହୋଇଥାଏ। ଏହାସହିତ କେଶ  ଉଜ୍ଜ୍ୱଳ ଦେଖାଯାଇଥାଏ। ପେଟ ସମ୍ୱନ୍ଧୀୟ କିଛି ରୋଗ ଥିଲେ ପିଆଜ ରସ ପିଇବା ଦ୍ୱାରା ଆରାମ୍ ମିଳିଥାଏ।

Advertisment

ଯଦି ଆପଣଙ୍କୁ ଶର୍ଦ୍ଦି ହୋଇଯାଇଛି ପିଆଜ ଔଷଧ ପରି କାମ କରିଥାଏ। ପିଆଜ ଖାଇବା ଦ୍ୱରା ଥଣ୍ଡାରୁ ଉପଶମ ମିଳିଥାଏ। ପିଆଜ କୌଣସି ଔଷଧଠାରୁ କମ୍ ନୁହଁ। ଏହାର ବ୍ୟବହାର ଦ୍ୱାରା କେତେକ ରୋଗରୁ ଆମକୁ ରକ୍ଷା ମିଳିଥାଏ। ତେଣୁ ପିଆଜ ଖାଇବା ଦ୍ୱାରା ଆୟୁଷ ବଢିଯାଏ ବୋଲି କୁହାଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe