ଆଜିକାଲି ଅଲଲାଇନ ଡେଟିଂ ଲୋକପ୍ରିୟ ହେବାରେ ଲାଗିଛି। ଏହାର ଏକ ଅଲଗା ଦୁନିଆ ରହିଛି। ଏହି ଦୁନିଆରେ ବୁଡି ରହୁଥିବା ଲୋକମାନଙ୍କୁ ନେଇ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେଉଁମାନେ ଅନଲାଇନ୍ ଡେଟିଂ କରୁଛନ୍ତି ସେମାନଙ୍କ ବୟସ ବଢ଼ିବା ସହ ନିଜର ପସନ୍ଦରେ ମଧ୍ୟ ପରିବର୍ତ୍ତନ ଆସିଥାଏ।
୧-ଅନଲାଇନ୍ ଡେଟିଂ କରୁଥିବା ବ୍ୟକ୍ତିମାନେ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ବିଶେଷକରି ଶିକ୍ଷାଗତ ଯୋଗ୍ୟତାକୁ ଅଗ୍ରାଧିକାର ଦେଇଥାନ୍ତି।
୨-ବୟସ୍କ ବ୍ୟକ୍ତିମାନେ ନିଜ ବୟସର ବ୍ୟକ୍ତିଙ୍କୁ ପସନ୍ଦ କରିଥାନ୍ତି। ସେମାନେ କମ୍ ଶିକ୍ଷାଗତ ଯୋଗ୍ୟତାକୁ ଅଗ୍ରାଧିକାର ଦେଇଥାନ୍ତି।
୩- ମହିଳାମାନେ କମ୍ ବୟସର ଯୁବକଙ୍କୁ ପସନ୍ଦ କରିଥାନ୍ତି।
୪-ଅନଲାଇନରେ ଡେଟିଂ କରୁଥିବା ଲୋକେ ସମକକ୍ଷ ଯୋଗ୍ୟତାର ବ୍ୟକ୍ତିର ସହ ଡେଟିଂ କରିବାକୁ ପସନ୍ଦ କରିଥାନ୍ତି।
୫-ପାରମ୍ପରିକ ସଂପର୍କରେ ଲୋକେ ନିଜ ପାର୍ଟନର ମଧ୍ୟରେ କିଛି ବିଶେଷ ଗୁଣ ଖୋଜିଥାନ୍ତି। ହେଲେ ଅନଲାଇନ୍ରେ ଏସବୁର କିଛି ମାଇନା ନଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।