Advertisment

ଅନ୍‌ଲାଇନ୍‌ ଡେଟିଂର ସିକ୍ରେଟ୍‌ ଫର୍ମୁଲା: ଭଲମନ୍ଦର ଭିତିରିକଥା

ଆଜିକାଲି ଅଲଲାଇନ ଡେଟିଂ ଲୋକପ୍ରିୟ ହେବାରେ ଲାଗିଛି। ଏହାର ଏକ ଅଲଗା ଦୁନିଆ ରହିଛି। ଏହି ଦୁନିଆରେ ବୁ‍ଡି ରହୁଥିବା ଲୋକମାନଙ୍କୁ ନେଇ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେଉଁମାନେ ଅନଲାଇନ୍‌ ଡେଟିଂ କରୁଛନ୍ତି ସେମାନଙ୍କ ବୟସ ବଢ଼ିବା ସହ  ନିଜର ପସନ୍ଦରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ୧-ଅନଲାଇନ୍‌ ଡେଟିଂ କରୁଥିବା ବ୍ୟକ୍ତିମାନେ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ବିଶେଷକରି ଶିକ୍ଷାଗତ ଯୋଗ୍ୟତାକୁ ଅଗ୍ରାଧିକାର ଦେଇଥାନ୍ତି। ୨-ବୟସ୍କ ବ୍ୟକ୍ତିମାନେ ନିଜ ବୟସର ବ୍ୟକ୍ତିଙ୍କୁ ପସନ୍ଦ କରିଥାନ୍ତି। ସେମାନେ କମ୍‌ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅନ୍‌ଲାଇନ୍‌ ଡେଟିଂର ସିକ୍ରେଟ୍‌ ଫର୍ମୁଲା: ଭଲମନ୍ଦର ଭିତିରିକଥା

iternetfating

ଆଜିକାଲି ଅଲଲାଇନ ଡେଟିଂ ଲୋକପ୍ରିୟ ହେବାରେ ଲାଗିଛି। ଏହାର ଏକ ଅଲଗା ଦୁନିଆ ରହିଛି। ଏହି ଦୁନିଆରେ ବୁ‍ଡି ରହୁଥିବା ଲୋକମାନଙ୍କୁ ନେଇ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେଉଁମାନେ ଅନଲାଇନ୍‌ ଡେଟିଂ କରୁଛନ୍ତି ସେମାନଙ୍କ ବୟସ ବଢ଼ିବା ସହ  ନିଜର ପସନ୍ଦରେ ମଧ୍ୟ ପରିବର୍ତ୍ତନ ଆସିଥାଏ।

Advertisment

୧-ଅନଲାଇନ୍‌ ଡେଟିଂ କରୁଥିବା ବ୍ୟକ୍ତିମାନେ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ବିଶେଷକରି ଶିକ୍ଷାଗତ ଯୋଗ୍ୟତାକୁ ଅଗ୍ରାଧିକାର ଦେଇଥାନ୍ତି।

୨-ବୟସ୍କ ବ୍ୟକ୍ତିମାନେ ନିଜ ବୟସର ବ୍ୟକ୍ତିଙ୍କୁ ପସନ୍ଦ କରିଥାନ୍ତି। ସେମାନେ କମ୍‌ ଶିକ୍ଷାଗତ ଯୋଗ୍ୟତାକୁ ଅଗ୍ରାଧିକାର ଦେଇଥାନ୍ତି।

Advertisment

୩- ମହିଳାମାନେ କମ୍‌ ବୟସର ଯୁବକଙ୍କୁ ପସନ୍ଦ କରିଥାନ୍ତି।

୪-ଅନଲାଇନରେ  ଡେଟିଂ କରୁଥିବା ଲୋକେ ସମକକ୍ଷ ଯୋଗ୍ୟତାର ବ୍ୟକ୍ତିର ସହ ଡେଟିଂ କରିବାକୁ ପସନ୍ଦ କରିଥାନ୍ତି।

୫-ପାରମ୍ପରିକ ସଂପର୍କରେ ଲୋକେ ନିଜ ପାର୍ଟନର  ମଧ୍ୟରେ  କିଛି ବିଶେଷ ଗୁଣ ଖୋଜିଥାନ୍ତି। ହେଲେ ଅନଲାଇନ୍‌ରେ ଏସବୁର କିଛି ମାଇନା ନଥାଏ।