ନ୍ୟୁୟର୍କ: ପେନ୍କିଲରର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ବେ।ଲି ଜାଣି ମଧ୍ୟ ଆମେ ଅନେକ ସମୟରେ ବ୍ୟଥାରୁ ସାମୟିକ ଉପଶମ ପାଇଁ ଏହାର ବ୍ୟବହାର କରିଥାଉ। ନୂଆ ଗବେଷଣାରୁ ଜଣାପଡ଼ିଛି କି ପେନକିଲର ଖାଇବା ଦ୍ୱାରା ପୁରୁଣା ବ୍ୟଥାର ଅବଧି ବଢ଼ି ଯାଇଥାଏ।
ଆମେରିକାର ୟୁନିଭରସିଟି ଅଫ୍ କେ।ଲେରାଡ଼େ ବାଉଲ୍ଡରର ଏହି ଗବେଷଣାର ମୁଖ୍ୟ ଲେଖକ ପିଟର ଗ୍ରେସ୍ କହିଛନ୍ତି “ଆମେ ଆମର ଗବେଷଣା ଦ୍ୱାରା ଜଣାଇବାକୁ ପାଇଛୁ ଯେ ମାଦକ ଔଷଧର ସଂକ୍ଷିପ୍ତ ବ୍ୟବହାର କଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ନକାରାକତ୍ମକ ପ୍ରଭାବ ପଡିପାରେ।”
ଗ୍ରେସଙ୍କ ଅନୁସାରେ ଗବେଷଣାରୁ ଜଣାପଡ଼ିଛି ଯେ ବ୍ୟଥା ପ୍ରତିରେ।ଧକରେ ବୃଦ୍ଧି ମାନବଙ୍କ ପୁରୁଣା ଦରଜକୁ ବଢାଇବାରେ ମୁଖ୍ୟ ଭୂମିକା ନେଇପାରେ। ଏଭଳି ଉପଚାର ସମସ୍ୟାକୁ କମେଇବା ବଦଳରେ ଆହୁରି ବଢ଼ାଇପାରେ ।
ଏହି ଗବେଷଣାଟି ‘‘ପ୍ରସିଡିଂଗସ୍ ଅଫ୍ ଦ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସେସ୍” ପତ୍ରିକାରେ ପ୍ରକାଶିତ ହେ।ଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...