Advertisment

ପେନ୍‌କିଲର ବଢ଼ାଇପାରେ ଆପଣଙ୍କ ପୁରୁଣା ଦରଜ

ନ୍ୟୁୟର୍କ: ପେନ୍‌କିଲରର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ବେ।ଲି ଜାଣି ମଧ୍ୟ ଆମେ ଅନେକ ସମୟରେ ବ୍ୟଥାରୁ ସାମୟିକ ଉପଶମ ପାଇଁ ଏହାର ବ‍୍ୟବହାର କରିଥାଉ। ନୂଆ ଗବେଷଣାରୁ ଜଣାପଡ଼ିଛି କି ପେନକିଲର ଖାଇବା ଦ୍ୱାରା ପୁରୁଣା ବ୍ୟଥାର ଅବଧି ବଢ଼ି ଯାଇଥାଏ। ଆମେରିକାର ୟୁନିଭରସିଟି ଅଫ୍ କେ।ଲେରାଡ଼େ ବାଉଲ୍ଡରର ଏହି ଗବେଷଣାର ମୁଖ୍ୟ ଲେଖକ ପିଟର ଗ୍ରେସ୍ କହିଛନ୍ତି “ଆମେ ଆମର ଗବେଷଣା ଦ୍ୱାରା ଜଣାଇବାକୁ ପାଇଛୁ ଯେ ମାଦକ ଔଷଧର ସଂକ୍ଷିପ୍ତ ବ୍ୟବହାର କଲେ ଦୀର୍ଘ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପେନ୍‌କିଲର ବଢ଼ାଇପାରେ ଆପଣଙ୍କ ପୁରୁଣା ଦରଜ

painkillers

ନ୍ୟୁୟର୍କ: ପେନ୍‌କିଲରର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ବେ।ଲି ଜାଣି ମଧ୍ୟ ଆମେ ଅନେକ ସମୟରେ ବ୍ୟଥାରୁ ସାମୟିକ ଉପଶମ ପାଇଁ ଏହାର ବ‍୍ୟବହାର କରିଥାଉ। ନୂଆ ଗବେଷଣାରୁ ଜଣାପଡ଼ିଛି କି ପେନକିଲର ଖାଇବା ଦ୍ୱାରା ପୁରୁଣା ବ୍ୟଥାର ଅବଧି ବଢ଼ି ଯାଇଥାଏ।

Advertisment

ଆମେରିକାର ୟୁନିଭରସିଟି ଅଫ୍ କେ।ଲେରାଡ଼େ ବାଉଲ୍ଡରର ଏହି ଗବେଷଣାର ମୁଖ୍ୟ ଲେଖକ ପିଟର ଗ୍ରେସ୍ କହିଛନ୍ତି “ଆମେ ଆମର ଗବେଷଣା ଦ୍ୱାରା ଜଣାଇବାକୁ ପାଇଛୁ ଯେ ମାଦକ ଔଷଧର ସଂକ୍ଷିପ୍ତ ବ୍ୟବହାର କଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ନକାରାକତ୍ମକ ପ୍ରଭାବ ପଡିପାରେ।”

ଗ୍ରେସଙ୍କ ଅନୁସାରେ ଗବେଷଣାରୁ ଜଣାପଡ଼ିଛି ଯେ ବ୍ୟଥା ପ୍ରତିରେ।ଧକରେ ବୃଦ୍ଧି ମାନବଙ୍କ ପୁରୁଣା ଦରଜକୁ ବଢାଇବାରେ ମୁଖ୍ୟ ଭୂମିକା ନେଇପାରେ। ଏଭଳି ଉପଚାର ସମସ୍ୟାକୁ କମେଇବା ବଦଳରେ ଆହୁରି ବଢ଼ାଇପାରେ ।

Advertisment

ଏହି ଗବେଷଣାଟି ‘‘ପ୍ରସିଡିଂଗସ୍ ଅଫ୍ ଦ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍‌ସେସ୍” ପତ୍ରିକାରେ ପ୍ରକାଶିତ ହେ।ଇଛି।