Advertisment

Odia Health Tips: ଓଜନ ହ୍ରାସ କରିବ ପାନମଧୁରୀ ପାଣି !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଖାଇ ସାରିବା ପରେ ସମସ୍ତେ ପାନମଧୁରୀ ଖାଇବାକୁ ଭଲ ପା’ନ୍ତି। ଏହା ପାଟିକୁ ବେଶ୍ ସ୍ୱାଦିଷ୍ଟ ଲାଗିଥାଏ  ।ତେବେ ଏହା କେବଳ ପାଟିକୁ ସ୍ୱାଦିଷ୍ଟ ଲାଗି ନଥାଏ, ଏହା ଖାଦ୍ୟ ହଜମ କରିବାରେ ବି ସାହାଯ୍ୟ କରିଥାଏ । ତେବେ ଆପଣ ଜାଣନ୍ତି, ପାନମଧୁରୀ ପାଣି ପିଇଲେ ଓଜନ ବି କମି ଥାଏ। ଏହି ପାଣି ପିଇଲେ ଗ୍ୟାସ୍‌ ଓ ଏସିଡିଟି ଆଦି ସମସ୍ୟା ଦେଖା ଦେଇନଥାଏ। ତା’ସହିତ ଶରୀରରେ ଅତିରିକ୍ତ ଚର୍ବିର ବୃଦ୍ଧିକୁ ଏହା ନିୟନ୍ତ୍ରଣ କରିଥାଏ। ତେଣୁ ଶରୀରର ଓଜନ ବଢ଼ି ନଥାଏ। କେବଳ ଏତିକୁ ନୁହେଁ, ଏହା ସହିତ ପାନମଧୁରୀ ପାଣି ପିଇଲେ ହାଡ଼ ମଜବୁତ ରହିଥାଏ। ପାନମଧୁରୀରେ ଭିଟାମିନ୍‌ ସି ରହିଛି, ଯାହା ତ୍ୱଚା ସହିତ ଜଡ଼ିତ ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଏହାଦ୍ୱାରା ଶରୀରରେ କ୍ଷତିକାରକ ହରମୋନ୍‌ ତିଆରି ହେବା ବନ୍ଦ ହୋଇଥାଏ। ପାନମଧୁରୀ ପାଣିକୁ ଷ୍ଟିମ୍‌ ଭାବରେ ନେଲେ, ନାକରେ ହୋଇଥିବା ଇନ୍‌ଫେକସନ୍‌ ଦୂର ହେବା ସହିତ ଶ୍ୱାସନଳୀ ସଫା ରହିଥାଏ। ଆହୁରି ମଧ୍ୟ ଶରୀରକୁ ସଠିକ୍ ପରିମାଣରେ ଅମ୍ଳଜାନ ମିଳିଥାଏ।

author-image
Biswobandita Swain
ଅଦ୍ୟତନ ହୋଇଛି
Odia Health Tips: ଓଜନ ହ୍ରାସ କରିବ ପାନମଧୁରୀ ପାଣି !

fennel-seeds999999

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଖାଇ ସାରିବା ପରେ ସମସ୍ତେ ପାନମଧୁରୀ ଖାଇବାକୁ ଭଲ ପାନ୍ତି ଏହା ପାଟିକୁ ବେଶ୍ ସ୍ୱାଦିଷ୍ଟ ଲାଗିଥାଏ  ।ତେବେ ଏହା କେବଳ ପାଟିକୁ ସ୍ୱାଦିଷ୍ଟ ଲାଗି ନଥାଏଏହା ଖାଦ୍ୟ ହଜମ କରିବାରେ ବି ସାହାଯ୍ୟ ରିଥାଏ  ତେବେ ଆପଣ ଜାଣନ୍ତିପାନମଧୁରୀ ପାଣି ପିଇଲେ ଓଜନ ବି କମି ଥାଏ

Advertisment

ଏହି ପାଣି ପିଇଲେ ଗ୍ୟାସ୍‌  ଏସିଡିଟି ଆଦି ସମସ୍ୟା ଦେଖା ଦେଇନଥାଏ ତାସହିତ ଶରୀରରେ ଅତିରିକ୍ତ ଚର୍ବିର ବୃଦ୍ଧିକୁ ଏହା ନିୟନ୍ତ୍ରଣ କରିଥାଏ ତେଣୁ ଶରୀରର ଓଜନ ବଢ଼ି ନଥାଏକେବଳ ଏତିକୁ ନୁହେଁ, ଏହା ସହିତ ପାନମଧୁରୀ ପାଣି ପିଇଲେ ହାଡ଼ ମଜବୁତ ରହିଥାଏ। ପାନମଧୁରୀରେ ଭିଟାମିନ୍‌ ସି ରହିଛିଯାହା ତ୍ୱଚା ସହିତ ଜଡ଼ିତ ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଏହାଦ୍ୱାରା ଶରୀରରେ କ୍ଷତିକାରକ ହରମୋନ୍‌ ତିଆରି ହେବା ବନ୍ଦ ହୋଇଥାଏ

ପାନମଧୁରୀ ପାଣିକୁ ଷ୍ଟିମ୍‌ ଭାବରେ ନେଲେନାକରେ ହୋଇଥିବା ଇନ୍ଫେକସନ୍‌ ଦୂର ହେବା ସହିତ ଶ୍ୱାସନଳୀ ସଫା ରହିଥାଏ। ଆହୁରି ମଧ୍ୟ ଶରୀରକୁ ସଠିକ୍ ପରିମାଣରେ ଅମ୍ଳଜାନ ମିଳିଥାଏ

Advertisment
Odia Health Tips