/odisha-reporter/media/post_attachments/uploads/2021/06/paneer1.jpg)
Paneer
ଆବଶ୍ୟକ ସାମଗ୍ରୀ: କ୍ଷୀର, ପନିର, କେଶର, ଲୁଣ, ଗୁଜରାତି ଗୁଣ୍ଡ, କନଡେନ୍ସଡ଼ ମିଲ୍କ, ଚିନି, ଆଲମଣ୍ଡ, ରିଫାଇନ l
Advertisment
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପ୍ୟାନରେ କିଛି ରିଫାଇନ ପକାନ୍ତୁ l ଏହା ଗରମ ହୋଇଗଲେ ଗ୍ୟାସକୁ ସିମ କରି ସେଥିରେ ଆଲମଣ୍ଡ ପକାଇ ହାଲକା ବ୍ରାଉନ ହେବା ଯାଏ ଫ୍ରାଏ କରନ୍ତୁ l
ଏହାକୁ ବାହାର କରି ଗ୍ୟାସରେ ଏକ ପାତ୍ର ବସାଇ କ୍ଷୀର ଫୁଟାନ୍ତୁ l କ୍ଷୀର ବହଳ ହେଲେ ସେଥିରେ ସାମାନ୍ୟ ଲୁଣ, ଗୁଜରାତି ଗୁଣ୍ଡ ପକାନ୍ତୁ l ଏହା କିଛି ସମୟ ଫୁଟିବା ପରେ ସେଥିରେ କିଛି କେଶର ପକାନ୍ତୁ l
Advertisment
କେଶର ଭଲଭାବେ ଫୁଟିଲେ ସେଥିରେ ଆବଶ୍ୟକ ଅନୁଯାୟୀ ଚିନି, ପନିର ପକାଇ ଅଳ୍ପ ସମୟ ପାଇଁ ଫୁଟାଇ ଗ୍ୟାସ ବନ୍ଦ କରିଦିଅନ୍ତୁ l
ଏବେ ଏହାକୁ ବାଉଲରେ ସର୍ଭ କରି ତା ଉପରେ ଆଲମଣ୍ଡ ଫ୍ରାଏକୁ ସଜେଇ ପରସନ୍ତୁ l
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
