ଆବଶ୍ୟକ ସାମଗ୍ରୀ: କ୍ଷୀର, ପନିର, କେଶର, ଲୁଣ, ଗୁଜରାତି ଗୁଣ୍ଡ, କନଡେନ୍ସଡ଼ ମିଲ୍କ, ଚିନି, ଆଲମଣ୍ଡ, ରିଫାଇନ l
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପ୍ୟାନରେ କିଛି ରିଫାଇନ ପକାନ୍ତୁ l ଏହା ଗରମ ହୋଇଗଲେ ଗ୍ୟାସକୁ ସିମ କରି ସେଥିରେ ଆଲମଣ୍ଡ ପକାଇ ହାଲକା ବ୍ରାଉନ ହେବା ଯାଏ ଫ୍ରାଏ କରନ୍ତୁ l
ଏହାକୁ ବାହାର କରି ଗ୍ୟାସରେ ଏକ ପାତ୍ର ବସାଇ କ୍ଷୀର ଫୁଟାନ୍ତୁ l କ୍ଷୀର ବହଳ ହେଲେ ସେଥିରେ ସାମାନ୍ୟ ଲୁଣ, ଗୁଜରାତି ଗୁଣ୍ଡ ପକାନ୍ତୁ l ଏହା କିଛି ସମୟ ଫୁଟିବା ପରେ ସେଥିରେ କିଛି କେଶର ପକାନ୍ତୁ l
କେଶର ଭଲଭାବେ ଫୁଟିଲେ ସେଥିରେ ଆବଶ୍ୟକ ଅନୁଯାୟୀ ଚିନି, ପନିର ପକାଇ ଅଳ୍ପ ସମୟ ପାଇଁ ଫୁଟାଇ ଗ୍ୟାସ ବନ୍ଦ କରିଦିଅନ୍ତୁ l
ଏବେ ଏହାକୁ ବାଉଲରେ ସର୍ଭ କରି ତା ଉପରେ ଆଲମଣ୍ଡ ଫ୍ରାଏକୁ ସଜେଇ ପରସନ୍ତୁ l
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...