ମକର ସଂକ୍ରାନ୍ତି ଅବସରରେ ଘରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ରୋଷେଇ ହୁଏ । ବିଶେଷ କରି ମିଠା ଜାତୀୟ ଖାଦ୍ୟ ନିଶ୍ଚିତ ରୂପେ ଘରେ ତିଆରି କରାଯାଏ । ତେବେ ଏହି ଦିନ ଘରେ ଆପଣ ଚାହିଁଲେ ବାଦାମ ଚିକ୍କି ତିଆରି କରିପାରିବେ। ଶୀତ ଦିନ ଶରୀରରକୁ ଏହା ଗରମ ରଖିବା ସହ ଶକ୍ତି ପ୍ରଦାନ କରିଥାଏ। ତେବେ ଏହି ବାଦାମ ଚିକ୍କି କିଳଭି ତିଆରି କରାଯାଏ ଆସନ୍ତୁ ଜାଣିବା।
ସାମଗ୍ରୀ-
୨କପ୍ ଚିନା ବାଦାମ, ଦେଢ଼ କପ୍ ଗୁଡ, ୧/୨ କପ୍ ଘିଅ ଏବଂ ଅଳ୍ପ ପାଣି ।
ପ୍ରସ୍ତୁତି ପ୍ରଣାଳୀ: ଏକ ବଡ ପାତ୍ରରେ ପ୍ରଥମେ ଘିଅ ପକାନ୍ତୁ । ଏହାପରେ ସେଥିରେ ଗୁଡ ଏବଂ ପାଣି ପକାଇ ଏକ ମିଶ୍ରଣ ତିଆରି କରନ୍ତୁ। ଏହାପରେ ସେଥିରେ ଭଜା ଚିନାବାଦାମ ପକାଇ ମିଶାନ୍ତୁ। ଗୁଡ ଏବଂ ଚିନା ବାଦାମର ମିଶ୍ରଣ ଆଉ ଏକ ପାତ୍ର କିମ୍ବା ଥାଳିକୁ ବାହାର କରି ଆପଣ ଯେଉଁ ଆକାରରେ ଖାଇବାକୁ ଚାହିଁବେ ସେହି ଆକାର ଦିଅନ୍ତୁ । ଥଣ୍ଡା ହେବା ପରେ ବାଦାମ ଚିକ୍କି ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...