Advertisment

ମକର ସଂକ୍ରାନ୍ତି ରେସିପି- ବାଦାମ ଚିକ୍କି

ମକର ସଂକ୍ରାନ୍ତି ଅବସରରେ ଘରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ରୋଷେଇ ହୁଏ । ବିଶେଷ କରି ମିଠା ଜାତୀୟ ଖାଦ୍ୟ ନିଶ୍ଚିତ ରୂପେ ଘରେ ତିଆରି କରାଯାଏ । ତେବେ ଏହି ଦିନ ଘରେ ଆପଣ ଚାହିଁଲେ ବାଦାମ ଚିକ୍କି ତିଆରି କରିପାରିବେ। ଶୀତ ଦିନ ଶରୀରରକୁ ଏହା ଗରମ ରଖିବା ସହ ଶକ୍ତି ପ୍ରଦାନ କରିଥାଏ। ତେବେ ଏହି ବାଦାମ ଚିକ୍କି କିଳଭି ତିଆରି କରାଯାଏ ଆସନ୍ତୁ ଜାଣିବା। ସାମଗ୍ରୀ- ୨କପ୍‌ ଚିନା ବାଦାମ, […]

ଅଦ୍ୟତନ ହୋଇଛି
ମକର ସଂକ୍ରାନ୍ତି ରେସିପି- ବାଦାମ ଚିକ୍କି

peanut chikki

Advertisment

ମକର ସଂକ୍ରାନ୍ତି ଅବସରରେ ଘରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ରୋଷେଇ ହୁଏ । ବିଶେଷ କରି ମିଠା ଜାତୀୟ ଖାଦ୍ୟ ନିଶ୍ଚିତ ରୂପେ ଘରେ ତିଆରି କରାଯାଏ । ତେବେ ଏହି ଦିନ ଘରେ ଆପଣ ଚାହିଁଲେ ବାଦାମ ଚିକ୍କି ତିଆରି କରିପାରିବେ। ଶୀତ ଦିନ ଶରୀରରକୁ ଏହା ଗରମ ରଖିବା ସହ ଶକ୍ତି ପ୍ରଦାନ କରିଥାଏ। ତେବେ ଏହି ବାଦାମ ଚିକ୍କି କିଳଭି ତିଆରି କରାଯାଏ ଆସନ୍ତୁ ଜାଣିବା।

Advertisment

ସାମଗ୍ରୀ-

୨କପ୍‌ ଚିନା ବାଦାମ, ଦେଢ଼ କପ୍‌ ଗୁଡ, ୧/୨ କପ୍‌ ଘିଅ ଏବଂ ଅଳ୍ପ ପାଣି ।

ପ୍ରସ୍ତୁତି ପ୍ରଣାଳୀ:ଏକ ବଡ ପାତ୍ରରେ ପ୍ରଥମେ ଘିଅ ପକାନ୍ତୁ । ଏହାପରେ ସେଥିରେ ଗୁଡ ଏବଂ ପାଣି ପକାଇ ଏକ ମିଶ୍ରଣ ତିଆରି କରନ୍ତୁ। ଏହାପରେ ସେଥିରେ ଭଜା ଚିନାବାଦାମ ପକାଇ ମିଶାନ୍ତୁ।  ଗୁଡ ଏବଂ ଚିନା ବାଦାମର ମିଶ୍ରଣ ଆଉ ଏକ ପାତ୍ର କିମ୍ବା ଥାଳିକୁ ବାହାର କରି ଆପଣ ଯେଉଁ ଆକାରରେ ଖାଇବାକୁ ଚାହିଁବେ ସେହି ଆକାର ଦିଅନ୍ତୁ । ଥଣ୍ଡା ହେବା ପରେ ବାଦାମ ଚିକ୍କି ପରଷନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe