କେଉଁ ରାଶିର ବ୍ୟକ୍ତି ଅଧିକ ମିଛ କୁହନ୍ତି?

ରାଶି କେବଳ ଭବିଷ୍ୟବାଣୀ କହେନି। ସେ ବି କହିପାରେ ମଣିଷର ଚରିତ୍ର ଆଉ ସଂସ୍କାର। ବାରିପାରେ ଆଚରଣ ଆଉ ବ୍ୟବହାର। ଏପରିକି କେଉଁ ରାଶିର ବ୍ୟକ୍ତି ଅଧିକ ମିଛ ତାହା ମଧ୍ୟ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଜାଣି ହୁଏ।  ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ଅଧିକ ମିଛ କୁହନ୍ତି। ମିଥୁନ ୧୨ଟି ରାଶି ମଧ୍ୟରୁ ଅଧିକ ମିଛ କହିଥାନ୍ତି ମିଥୁନ ରାଶିର ବ୍ୟକ୍ତି। ଏମାନେ କଥାରେ କଥାରେ ଲୋକଙ୍କୁ ମିଛ କହିବାକୁ ଭଲ ଲାଗିଥାଏ। ଏତେ […]

rahi-

rahi-

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 01:36 PM IST

Sports

Latest News

ରାଶି କେବଳ ଭବିଷ୍ୟବାଣୀ କହେନି। ସେ ବି କହିପାରେ ମଣିଷର ଚରିତ୍ର ଆଉ ସଂସ୍କାର। ବାରିପାରେ ଆଚରଣ ଆଉ ବ୍ୟବହାର। ଏପରିକି କେଉଁ ରାଶିର ବ୍ୟକ୍ତି ଅଧିକ ମିଛ ତାହା ମଧ୍ୟ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଜାଣି ହୁଏ।  ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ଅଧିକ ମିଛ କୁହନ୍ତି

ମିଥୁନ

୧୨ଟି ରାଶି ମଧ୍ୟରୁ ଅଧିକ ମିଛ କହିଥାନ୍ତି ମିଥୁନ ରାଶିର ବ୍ୟକ୍ତି। ଏମାନେ କଥାରେ କଥାରେ ଲୋକଙ୍କୁ ମିଛ କହିବାକୁ ଭଲ ଲାଗିଥାଏ। ଏତେ ମିଛ କହିଥାନ୍ତି ଯେ, ଲୋକମାନେ ତାଙ୍କ କଥା ବିଶ୍ୱାସ କରି ନେଇଥାନ୍ତି।

ସିଂହ

ଏମାନେ  ଅଧିକ ଲୋକପ୍ରିୟ ହେବା ପାଇଁ  ମିଛ କଥା କୁହନ୍ତି। ନାଟକ କଲା ଭଳି କଥା କହି ଲୋକଙ୍କର ଧ୍ୟାନ ଆକର୍ଷଣ କରନ୍ତି। ଲୋକଙ୍କ ସାଙ୍ଗରେ ବନ୍ଧତ୍ୱ କରିବାକୁ ପସନ୍ଦ କରନ୍ତି। କିନ୍ତୁ ମିଛ କହିବା ଅଭ୍ୟାସ ଯୋଗୁଁ ତାଙ୍କର ବନ୍ଧତ୍ୱ ଅଧିକ ଦିନ ରହି ନ ଥାଏ।

ମୀନ

ଏମାନଙ୍କର ମିଛ କହିବା ଷ୍ଟାଇଲ ଅଲଗା ହୋଇଥାଏ। ମିଛ କହୁଥିବାରୁ ଏମାନଙ୍କୁ ଲୋକେ ପସନ୍ଦ କରି ନ ଥାନ୍ତି। ଘର, ପରିବାର ଓ ସଂପର୍କକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏମାନେ ମିଛ କହିଲା ବେଳେ ଧରା ପଡ଼ିଯାଆନ୍ତି।

ସୌଜନ୍ୟ: ୟଙ୍ଗିସ୍ତାନ, ଫଟୋ: ୟଙ୍ଗିସ୍ତାନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story