Advertisment

ପ୍ରେମରେ ସଫଳ ହେବାକୁ ଚାହୁଁଛନ୍ତି: ଜାଣନ୍ତୁ ‘ଅତର’ର ବ୍ୟବହାର

ସାଧାରଣତଃ କୁହାଯାଏ ଅତର ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ। ହେଲେ ଏହା ସବୁ ବେଳେ ଠିକ୍‌ ହୋଇ ନ ଥାଏ। ଆପଣଙ୍କ ଭାଗ୍ୟ ବଦଳାଇ ଦେବାର ଶକ୍ତି ଅତରରେ ରହିଛି। ହେଲେ ଏହାକୁ ଠିକ୍‌ ଭାବେ ବ୍ୟବହାର କରିବା ଆବଶ୍ୟକ। ନିଜ ପୋଷାକ ବ୍ୟତୀତ ଅତରକୁ ଏପରି କିଛି ଉପାୟରେ ଅବଲମ୍ବନ କଲେ ଅଧିକ ରୋଜଗାର ସହ ଭଲ ବର ମିଳିଥାଏ। ଆସନ୍ତୁ ଜାଣିବା ଅତର ବ୍ୟବହାରର ଏପରି କିଛି ଉପାୟ। ୧. ଯଦି ଲଭ୍‌ ମ୍ୟାରେଜ୍‌ରେ […]

ପ୍ରେମରେ ସଫଳ ହେବାକୁ ଚାହୁଁଛନ୍ତି: ଜାଣନ୍ତୁ ‘ଅତର’ର ବ୍ୟବହାର

prfum

Advertisment

ସାଧାରଣତଃ କୁହାଯାଏ ଅତର ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ। ହେଲେ ଏହା ସବୁ ବେଳେ ଠିକ୍‌ ହୋଇ ନ ଥାଏ। ଆପଣଙ୍କ ଭାଗ୍ୟ ବଦଳାଇ ଦେବାର ଶକ୍ତି ଅତରରେ ରହିଛି। ହେଲେ ଏହାକୁ ଠିକ୍‌ ଭାବେ ବ୍ୟବହାର କରିବା ଆବଶ୍ୟକ। ନିଜ ପୋଷାକ ବ୍ୟତୀତ ଅତରକୁ ଏପରି କିଛି ଉପାୟରେ ଅବଲମ୍ବନ କଲେ ଅଧିକ ରୋଜଗାର ସହ ଭଲ ବର ମିଳିଥାଏ। ଆସନ୍ତୁ ଜାଣିବା ଅତର ବ୍ୟବହାରର ଏପରି କିଛି ଉପାୟ।

Advertisment

୧. ଯଦି ଲଭ୍‌ ମ୍ୟାରେଜ୍‌ରେ କୌଣସି ସମସ୍ୟା ଦେଖାଦେଉଛି ତେବେ ଆପଣ ଧଳା ରଙ୍ଗର ପୋଷାକ ପିନ୍ଧି କୌଣସି ବି ମନ୍ଦିରକୁ ଯାଇ ଗୋଲାପ କିମ୍ୱା ମଲି ଅତର ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଭଗବାନ ଆପଣଙ୍କୁ ସାହାଯ୍ୟ କରିବେ।

୨. ପର୍ସରେ ପଇସା ରହୁ ନାହିଁ, ଖର୍ଚ୍ଚ ହେଇଯାଉଛି। ତେବେ ଚିନ୍ତା କରନ୍ତୁ ନାହିଁ, ମାଟିଆ ରଙ୍ଗର ପର୍ସରେ ୪ଟି ନୋଟ୍‌ରେ ଚନ୍ଦନ ଅତର ଲଗାଇ ରଖନ୍ତୁ। ଏହି ନୋଟ୍‌କୁ କେବେ ବି ଖର୍ଚ୍ଚ କରନ୍ତୁ ନାହିଁ। ଧନଦାତ୍ରୀ ମା’ ଲକ୍ଷ୍ମୀ ଆପଣଙ୍କ ପର୍ସକୁ ସବୁବେଳେ ପରିପୂର୍ଣ୍ଣ କରି ରଖିବେ।

Advertisment

୩. ଅଫିସ୍‌ରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବା କାଠିକର ପାଠ ହୋଇଥାଏ। ଯଦି ଆପଣ ନିଜ କାମ ଦ୍ୱାରା ଅଫିସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ କରିବାକୁ ଚାହୁଁଛନ୍ତି ତେବେ ଚନ୍ଦନ ଅତର ବ୍ୟବହାର କରନ୍ତୁ। ଏହାଦ୍ୱାରା ଅଫିସ୍‌ରେ ଆପଣଙ୍କୁ ପ୍ରୋତ୍ସାହନ ମିଳିବ।

୪. ଦେବଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଚନ୍ଦନ, କର୍ପୁର, ଚମ୍ପା ଓ ଗୋଲାପରେ ପ୍ରସ୍ତୁତ ଅତର ଅର୍ପଣ କରନ୍ତୁ। ସବୁବେଳେ ଭଗବାନଙ୍କ କୃପା ଆପଣଙ୍କ ପାଖରେ ରହିଥିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe